ଯାଉନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍ସନ୍ । ଚିନ୍ତାରେ ଗାଡ଼ି ମାଲିକ ଓ ଚାଳକ । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ଆବେଦନ କରିଥିବା ଲୋକେ ରସିଦ୍ ଦେଖାଇ ଜରିମାନାରୁ ବର୍ତ୍ତି ପାରିବେ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏହାସତ୍ତ୍ୱେ ବି ସମସ୍ୟା ଯାହାକୁ ତାହା । କାରଣ ବୁକିଂ କଲେ ତ ରିସିପ୍ଟ ମିଳିବ । କେଉଁଠି ଦୁର୍ବଳ ନେଟ୍ୱର୍କ ଯୋଗୁଁ ଅନ୍ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍ ୱେବ୍ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।
Published: Satyendu Shekher Mishra
Last updated: 27 September 2022, 10:15 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।