ଆମେ ବହୁତ ଧାନ ଚାଷ କଲୁ ହେଲେ ଲାଭ କାହିଁ ? ତେଣୁ ସ୍ଥିର କଲୁ ମିଠା ମକା ଚାଷ କରିବୁ। ବର୍ଷକୁ ଦୁଇ ଥର, ରାସ୍ତା କଡ଼ରେ ବସିଲେ ସେଇଠି ମେଲିଲା ବଜାର। ଏ ଚାଷ ଆମକୁ ନୂଆ ଉପାୟ ବତେଇଛି
Published: Pallipuspa Samal
Last updated: 27 September 2022, 11:43 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।