• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Singer Kk Death

Singer Murali Mohapatro
ଗୀତ ଗାଉ ଗାଉ ଟଳିପଡିଲେ ମୂରଲୀ

ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି... 

ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର
ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର

କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

Suspense Over Singer KK Death
କେକେଙ୍କ ମୃତ୍ୟୁକୁ ନେଇ ବଡ଼ ସସ୍‌ପେନ୍ସ: ମୁଣ୍ଡ ଏବଂ ଓଠରେ ରହିଛି ଆଘାତ ଚିହ୍ନ...

ବଲିଉଡର ଭଏସ୍‌ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିଛି। ପୋଲିସ୍‌ ସୂଚନା ଅନୁସାରେ, କେକେଙ୍କ ମୁଣ୍ଡ ଏବଂ ଓଠରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।