ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...
Published: Chandan Shishu
Last updated: 04 October 2022, 09:08 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।