Anganwadi Worker: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି ଓ ସହାୟିକାଙ୍କ ପାରିଶ୍ରମିକ ବି ବୃଦ୍ଧି କରାଯାଇଛି ।
କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ କମିଟିର ସଦସ୍ୟ ଅଛନ୍ତି।
ଘର ପୋଡ଼ିଥିଲା ମନ ବି ପୋଡ଼ିଥିଲା ଆଶା ନଥିଲା ସିନ୍ଦୁର ମିଳିଲା... ବାଜିଲା ବାଜା .. ଶୁଭିଲା ଶୁଭ ସାହାନାଇ...ବାଣ ରୋଷଣୀରେ ଉଠିଲା ପଡ଼ିଲା ସାରା ଉତୁକୁଡ଼ା ଗାଁ। ସତ ହେଲା ହିରାମଣିଙ୍କ ଆଶା ଖଣ୍ଡିଏ ଶାଢୀରେ ଶାଶୁଘର ଗଲେ ଦିଲ୍ଲୀପ ଙ୍କ କନିଆ ସାଜି ....
ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।
ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।
ରତ୍ନଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବ ଏବଂ ମରାମତି ସମ୍ପର୍କରେ ଆଲୋଚନା ହେବ ।
ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଆସନ୍ତାକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ନିର୍ଦ୍ଧାରିତ ଭଡ଼ାଠୁ ଅଧିକ ୧୨ ଟଙ୍କା ନେଇ ପାନେ ପାଇଲା ପାର୍କିଂ ଠିକାସଂସ୍ଥା। ସମ୍ବଲପୁର କ୍ଷେତରାଜପୁର ରେଳ ଷ୍ଟେସନ ପାର୍କିଂରେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ, ଦେବାକୁ ପଡ଼ିବ ୩ ଲକ୍ଷରୁ ଅଧିକ ଟଙ୍କାର ତଣ୍ଡ।
ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।
୪ ବିଜେପି କର୍ପୋରେଟରଙ୍କ ଦଳ ଡିଆଁ ଘଟଣା । ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହଟଚମଟ । ଘଟଣାକୁ ଶୁଭଙ୍କର ନୁହେଁ କହିଲେ ରାଜନୈତିକ ସମୀକ୍ଷକ ।
ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ଜିଲ୍ଲାପାଳସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର । ବଦଳିଲେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳ ।
ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ । ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିବେ ।
ପାର୍କିଂ ଫି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ। ୧୨ ଘଣ୍ଟାରୁ ଅଧିକ ହେଲେ ୧୨ ଟଙ୍କା ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା। ହେଲେ ସେ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ।
Bill Gates: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । କୃଷି ଭବନ ବୁଲିଲେ ବିଲ୍ ଗେଟ୍ସ । କୃଷି ବିଭାଗ ଅଧୀନ ବିଭିନ୍ନ ଯୋଜନାର ଅନୁଧ୍ୟାନ କଲେ ବିଲ୍ ଗେଟ୍ସ ।
୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।
ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ ।
ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା।
ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
ଉଇକିପିଡ଼ିଆରେ ନିତିଦିନ ଅତି କମ୍ରେ ଗୋଟିଏ ପ୍ରସଙ୍ଗ ଲେଖିବା ସଂଗ୍ରାମଙ୍କ ନିଶା। ଲଗାତାର କରିଛନ୍ତି ୨୫୦୦ ଦିନର ଲିଖନ ଯାତ୍ରା, ଉଇକିପିଡ଼ିଆରେ ଲେଖିଛନ୍ତି ୩୦୦୦ରୁ ଅଧିକ ତଥ୍ୟଭିତ୍ତିକ ପ୍ରସଙ୍ଗ।
ଟ୍ରାପ୍ କ୍ୟାମେରା ଦ୍ୱାରା ଏବେ ଧରାପଡ଼ିଲା ଶିକାରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ।
ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ବଲାଙ୍ଗିର ଲୋଇସିଂହାରେ ଭାଇରାଲ୍ ରସିଦକୁ ନେଇ ଚର୍ଚ୍ଚା...ଗୋଟିଏ ରସିଦରେ କେନ୍ଦ୍ର ଯୋଜନା, ଅନ୍ୟଟିରେ ରାଜ୍ୟ ଯୋଜନା !
ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?