କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।
OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବାକୁ ଘୋଷଣା ହୋଇଛି। ଏହି ନିଷ୍ପତ୍ତି ପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ।
ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।