Advertisment

୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ ।

author-image
Santosh Kumar Sahoo

ଉତ୍ସାହ...ଉତ୍କଣ୍ଠା...ଉନ୍ମାଦନା... ନିଜ ମାଟିର ଝିଅ ଆଜି ଯେତେବେଳେ ଦେଶର ରାଷ୍ଟ୍ରପତି, ତାଙ୍କରି ଝଲକଟିଏ ପାଇବା ପାଇଁ ଏବଂ ତାଙ୍କୁ ଅତି ନିକଟରୁ ଦେଖିବାରୁ ସୁଯୋଗ ଯେତେବେଳେ ଆଜି ଆସିଛି କିଏ ବା କାହିଁକି ହାତଛଡ଼ା କରିବ । ସେଥିପାଇଁ ଚଳଚଞ୍ଚଳ ମୟୂରଭଞ୍ଜ ମାଟି... ଢୋଲ, ମାଦଳ, ଘଣ୍ଟଘଣ୍ଟାର ତାଳରେ ଝୁମୁଛନ୍ତି ପ୍ରତ୍ୟେକଟି ମୟୂରଭଞ୍ଜିଆ । ରାଷ୍ଟ୍ରପତି କାରରୁ ଓହ୍ଲାଇବା କ୍ଷଣି ଅପେକ୍ଷାରତ ଲୋକଙ୍କ ଗହଣକୁ ଯାଇ ସାକ୍ଷାତ କରିଥିଲେ । ଆଉ ରାଷ୍ଟ୍ରପତିଙ୍କୁ ପାଖରୁ ପାଇ ଖିଚିଂବାସୀ ବି ବେଶ୍ ଖୁସି ପ୍ରକାଶ କରିଛନ୍ତି ।

Advertisment
Draupadi Murmu President Of India
Advertisment
Advertisment