ଆଲୋ ଆଲୋ ଇଏ କଣ? ସୋ’ ପାଇଁ ପଡୁଥିଲା ପାଣି…ବୁଝିପାରିଲେନି ଲୋକ...ସେଇଠି ନେଇକି ଅଇଁଠା ପ୍ଲେଟ୍ ଦେଲେ ଧୋଇ। ତା’ପରେ ହେଲା କଣ? ଦେଖନ୍ତୁ...
ସାମ୍ନାକୁ ଆସିଲା ନୂଆ ଆଣ୍ଡ୍ରଏଡ୍ ଭାଇରସ୍। ୧୮ ବ୍ୟାଙ୍କ୍ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରୁଛି। ଚୋରି କରୁଛି କ୍ରେଡିଟ୍ କାର୍ଡ CVV, PIN ଆଉ କି-ଡିଟେଲ୍ସ। କିପରି ରହିବେ ସାବଧାନ ଜାଣନ୍ତୁ।
ନୃତ୍ୟ ଆଳରେ ଅଙ୍ଗ ପ୍ରଦର୍ଶନକୁ ନେଇ ଏବେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ।
ଗତ ଏପ୍ରିଲ୍ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍।
ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ସ୍ଥିତି। ଏମିତି କି ମନ୍ଦିର ଉପରେ ମାଙ୍କଡ଼ ଡିଆଁ ଡେଇଁରେ ବି ପଥର ଖସି ଅଘଟଣର ଆଶଙ୍କା କରୁଛନ୍ତି ସେବାୟତ।
ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍ କରାଯାଇଥିବା ଏଥିରେ ଦର୍ଶାଯାଇଛି।
ସବୁ ମା’ ନିଜ ପିଲାମାନମାନଙ୍କୁ ଭଲ ପାଆନ୍ତି। ସେ ମଣିଷ ହୁଅନ୍ତୁ ବା ପଶୁ। ଛୁଆ ପ୍ରତି ଯଦି ବି ଟିକିଏ ଆଘାତ ଆସେ ମା’ର ହୃଦୟ ଫାଟିଯାଏ। କିନ୍ତୁ ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ ମା’ ତା’ର ଛୁଆକୁ ଧକ୍କା ମାରୁଥିବା ଦେଖାଯାଏ…
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି।
ମହାବାତ୍ୟାକୁ ପୂରିଲା ୨୩ ବର୍ଷ। ସେଦିନ ଥିଲା ଶୁକ୍ରବାର, ଆଜି ଶନିବାର...ଛାରଖାର ହୋଇଯାଇଥିଲା ଅଧା ଓଡିଶା। ୩୫୦ କିମି ବେଗରେ ବୋହିଥିଲା ପବନ, ୧୦ ହଜାରରୁ ଅଧିକ ଲୋକଙ୍କ ଯାଇଥିଲା ଜୀବନ...ବାତ୍ୟା ହିଟ୍ କରିଥିଲା ଜଗତସିଂହପୁର ଏରସମାରେ...
ଅଫିସ୍ରେ ହାତଧୁଆ ବେସିନ୍ ଧରି ପହଞ୍ଚିଲେ ଏଲନ ମସ୍କ। ନିଜ ଟ୍ୱିଟର ପେଜ୍ରେ ସେୟାର କଲେ ଭିଡିଓ...କମେଣ୍ଟ ଆସିଲା ଏମିତି...
ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି।
ସୂର୍ଯ୍ୟୋପରାଗରେ ଖାଇଥିଲେ ଚିକେନ୍ ବିରିୟାନୀ। ଏବେ ହେତୁବାଦୀଙ୍କୁ ମିଳିଲା ହତ୍ୟା ଧମକ...ବିରିୟାନୀ ଖିଆକୁ ନେଇ ଜ୍ୟୋତିର୍ବିଦ-ହେତୁବାଦୀଙ୍କ ମଧ୍ୟରେ ଲାଗିରହିଛି ବିବାଦ
ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି।
ବାହାଘରରେ ମିଠା ସରିଗଲା ବୋଲି...ଲାଗିଗଲେ ମାଡଗୋଳ, ଛୁରୀ ଭୁସାରେ ଜଣଙ୍କର ଗଲା ପ୍ରାଣ
୧୦୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଏମିତି କେମିତି ହେବ? ଧାମନଗର ଉପନିର୍ବାଚନରେ ଆମେ ଯାଉଛୁ...ନାଲିପାଣି ଟିକେ ପିଇବୁନିତ ହେବ କେମିତି?
ଭଦ୍ରକରେ ଚାଲୁଥିଲା ଯାତ୍ରା। ଯାତ୍ରାରେ ଖଚାଖଚ୍ ଭିଡ଼। ହେଲେ ଭିଡ଼ ଘଟିଲା ଅଘଟଣ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଜୋତା। ଆଉ ତା ପରେ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। ଯାତ୍ରା କିଛି ସମୟ ପାଇଁ ବନ୍ଦ ହେଲା। ହେଲେ ଏହା ମୂଳ କାରଣ ହେଉଛି ଯାତ୍ରାରେ ନଗ୍ନତା।
ବିଚାରପତିମାନଙ୍କ ଆଚରଣ ସଂହିତା ଉପରେ ପ୍ରଶ୍ନ ଉଠିଛି ।
ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ।
କାହିଁକି ନା ଘରର ପ୍ଲାନ୍ ଆପ୍ରୁଭାଲ ପାଇବାକୁ ହେଲେ ପ୍ଲଟରୁ ଅତି କମ୍ରେ ୯ ମିଟର ଚଉଡ଼ା ରାସ୍ତା ରହିବା ବାଧ୍ୟତାମୂଳକ କରାଯାଇଛି ।
ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ ।
ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ ।
ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା।
ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ଏହି ନିୟମ ନିରାଶ କରିଛି।
ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା। ମାମଲା ଏବେ ପହଞ୍ଚିଲାଣି କୋର୍ଟରେ। ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।