ସୂର୍ଯ୍ୟୋପରାଗରେ ଖାଇଥିଲେ ଚିକେନ୍ ବିରିୟାନୀ। ଏବେ ହେତୁବାଦୀଙ୍କୁ ମିଳିଲା ହତ୍ୟା ଧମକ...ବିରିୟାନୀ ଖିଆକୁ ନେଇ ଜ୍ୟୋତିର୍ବିଦ-ହେତୁବାଦୀଙ୍କ ମଧ୍ୟରେ ଲାଗିରହିଛି ବିବାଦ
Published: Pallipuspa Samal
Last updated: 29 October 2022, 09:30 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।