Viral Photo
ଭାଇରାଲ ହେଉଛି ଫଟୋ । ଯାହାକୁ ଦେଖିଲେ ମନକୁ ପ୍ରଶ୍ନ ଆସୁଛି, କେଉଁ ପରିସ୍ଥିତିରେ ଗୋଟିଏ ରୁଦ୍ଧଦ୍ୱାର ଘରେ ବସିଛନ୍ତି ଓଡ଼ିଶା ନ୍ୟାୟପାଳିକା ମୁଖ୍ୟ ଓ କାର୍ଯ୍ୟପାଳିକାର କଥାକଥିତ ମୁଖ୍ୟ ? ସୋସିଆଲ ମିଡିଆରେ ସେହି ଫଟୋକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନ, ତମ୍ବିତୋଫାନ । ଗତକାଲି ନିଜ ଫେସବୁକ ପେଜ୍ରେ ଏହି ଫଟୋ ପୋଷ୍ଟ କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି । ଖାଲି ପୋଷ୍ଟ ନୁହେଁ, ବରଂ ବିଚାରପତିମାନଙ୍କ ଆଚରଣ ସଂହିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)