ମହାବାତ୍ୟାକୁ ପୂରିଲା ୨୩ ବର୍ଷ। ସେଦିନ ଥିଲା ଶୁକ୍ରବାର, ଆଜି ଶନିବାର...ଛାରଖାର ହୋଇଯାଇଥିଲା ଅଧା ଓଡିଶା। ୩୫୦ କିମି ବେଗରେ ବୋହିଥିଲା ପବନ, ୧୦ ହଜାରରୁ ଅଧିକ ଲୋକଙ୍କ ଯାଇଥିଲା ଜୀବନ...ବାତ୍ୟା ହିଟ୍ କରିଥିଲା ଜଗତସିଂହପୁର ଏରସମାରେ...
Published: Pallipuspa Samal
Last updated: 29 October 2022, 11:29 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।