• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Dhabaleswar Temple
ଧବଳେଶ୍ୱର ପୀଠରେ ୧୪୪, ଭକ୍ତଙ୍କୁ ଆସିବା ମନା

ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା।

Virat Kohli
କୋହଲିଙ୍କ ବେଡ୍‌ରୁମ୍‌ର ଭିଡିଓ ଭାଇରାଲ କଲା କିଏ?

ସୋସିଆଲ ମିଡିଆରେ ଘୂରି ବୁଲୁଛି କୋହଲିଙ୍କ ଭାଇରାଲ ଭିଡିଓ। ହେଲେ ବେଡ୍‌ରୁମ୍‌ର ଭିଡିଓ ଭାଇରାଲ କଲା କିଏ?

News Fuse
ସିନ୍‌ ରିକ୍ରଏସନ୍‌ ପଛରେ ହେବ, ଆଗେ ଅସଲି ଆକ୍ସନ ଆରମ୍ଭ ହୋଇଗଲା...

ଅଭିଯୁକ୍ତଙ୍କୁ ସିନ୍‌-ରିକ୍ରିଏସନ୍‌ ପାଇଁ ଆଣିଥିଲା ପୋଲିସ୍‌। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଭିଡ ଭିତରେ ମାମୁଁଙ୍କୁ ହାତ ଉଠାଇ ଦେଲେ ଲୋକେ...ତା’ପରେ ଦେଖନ୍ତୁ ହେଲା କଣ?

 Woman takes lion for walk
ଆଶ୍ଚର୍ଯ୍ୟ ଲାଗିଲେ ବି ସତ !! ଏଇଠି ସମସ୍ତଙ୍କ ଘରେ ରୁହେ ସିଂହ

ଆଶ୍ଚର୍ଯ୍ୟ !! ଏମାନଙ୍କ ସାହସ ମାନିବାକୁ ପଡିବ। କୁକୁର ଭଳି ସିଂହଙ୍କ ବେକରେ ଚେନ୍‌ ବାନ୍ଧି ଏମାନେ କରୁଛନ୍ତି ମର୍ଣ୍ଣିଂୱାର୍କ...ଭାଇରାଲ ହେଉଛି ଭିଡିଓ

Similipal National Park
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ସୁନ୍ଦରୀ ଶିମିଳିପାଳ

ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ।

Archana Nag
ଏତେ ନେତାମନ୍ତ୍ରୀ ଚିହ୍ନା କାହାକୁ ଗୋଟେ ଫୋନ୍‌ କର, ଆମେ ବାହାରକୁ ବାହାରିବା

ଜଗୁ ଆମ ଘରକୁ ଏତେ ନେତା-ମନ୍ତ୍ରୀ ଆସୁଥିଲେ। ରାତିରେ ଡିନର କରୁଥିଲେ, କୋଉ ନେତା-ମନ୍ତ୍ରୀଙ୍କୁ ଫୋନ୍‌ ଟିକିଏ ଲଗାଉନ। ଆମକୁ ଏ ଜେଲରୁ ବାହାର କରିବେ...ଜଗବନ୍ଧୁ କହିଲେ, ବିରୋଧୀ ମାତିଛନ୍ତି...ଏବେ ବେଲ୍‌ ମିଳିବନି

Heart stopped for 17 minutes after three months back home
ଚମତ୍କାର…ଜନ୍ମରୁ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା ଶ୍ୱାସକ୍ରିୟା; ୩ ମାସ ପରେ ଘରକୁ ଫେରିଲା

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।

Dhabaleswar Bridge
ମୋର୍ବି ଟ୍ରାଜେଡି ଇଫେକ୍ଟ ପରେ ପ୍ରଶାସନର ଚେତା ପଶିଲା

ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ

Ashara Alok
ଯାହା ଥିଲା ସବୁ ସାରି ଦେଇଛି, ଆଉ ମୁଁ ପାରୁନି

ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?

Apana Eka Nuhanty
ମୋ ପରିବାରକୁ ଉଦ୍ଧାର କର...

ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ

Jeypore flight takes off from Bhubaneswar
ମାତ୍ର ୯୯୯ ଟଙ୍କାରେ ଭୁବନେଶ୍ୱରରୁ ଏହି ସ୍ଥାନକୁ ବିମାନ ଯାତ୍ରା କରନ୍ତୁ...

ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।

Outrage over obscene dance
ଛାତି ଦୁଲୁକେଇ ନାଚିଲେ, ମୁଠା ମୁଠା ଟଙ୍କା ନେଲେ ରାନୀ

ଛାତି ଦୁଲୁକେଇ ନାଚିଲେ, ମଞ୍ଚ ହଲିଲା...ଦର୍ଶକଙ୍କ ଅଂଟା ବି ହଲିଲା। ରାନୀଙ୍କ ହଟ୍‌ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ। ଗୀତ ବାଜୁଥିଲା ଚମେଲି ଚମେଲି...

Newsfuse
ଭାଇ ଟିକେ ହାଉଲେ, ତମ ଖେଳ, ତାଙ୍କୁ କାଳ

ହଇଓ ଭାଇ, ବାଣ ଫୁଟୋଉଛ ଯଦି ଫୁଟା, ହେଲେ ଟିକେ କାଇଦାରେ ଫୁଟୋଉନା? ତମେ ରିଲ୍ କରିବ ବୋଲି କଣ ଏଇ ଲୋକଙ୍କ ମୁହଁରେ ବାଣ ଫୁଟେଇବ?

Dhabaleswar hanging bridge to remain closed for a day
ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ। 

Cuttack Dhabaleswar hanging bridge caps pedestrian limit
ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି।

Sardar Vallabhbhai Patel
କାହିଁକି ବଲ୍ଲଭଙ୍କୁ କୁହାଯାଏ ଲୌହ ମାନବ?

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ଆଜି ବି ମନେ ପଡୁଛନ୍ତି ପଟେଲ୍‌...ଜାଣନ୍ତୁ କାହିଁକି ତାଙ୍କୁ କୁହାଯାଏ ଲୌହ ମାନବ?

Deaf girl hear sound after years cries in happiness
ଦୀର୍ଘ ବର୍ଷ ପରେ ଦୁନିଆକୁ ଶୁଣିପାରିଲା ଝିଅ; ଖୁସିରେ କାନ୍ଦି ପକେଇଲା

ଖୁବ କମ ବୟସରେ ସ୍ୱାସ୍ଥ୍ୟ ଖରାପ ହେତୁ କୁନି ଝିଅର କାନ କଟିଯାଇଥିଲା। ଫଳରେ ସେ ସବୁଦିନ ପାଇଁ ହରେଇ ବସିଥିଲା ଶ୍ରବଣ ଶକ୍ତି। ଏବେ ତା’ ମୁହଁରେ ଫୁଟି ଉଠିଛି ହସ। କାରଣ ସେ ଏବେ ଶୁଣିବାକୁ ସକ୍ଷମ ହୋଇଛି।

Migratory birds start arriving in Chilika Lake as winter sets in
ଚିଲିକାରେ ବିଦେଶୀ ଅତିଥିଙ୍କ ସମାଗମ: ମଙ୍ଗଳାଯୋଡ଼ି, ନଳବଣରେ ୫୦ରୁ ଅଧିକ ପ୍ରଜାତିର ପକ୍ଷୀ

ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ଥିବାରୁ ଏଥିପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Road Accident
ବିପଦ ବି ଏମିତି ଆସେ ! ବ୍ରିଜ୍ ପାର ହେଉଥିବା ବେଳେ ଖସି ପଡିଲା ଦୁଇଟି କାର

ଦୈନିକ ବହୁ ଗାଡ଼ି ଯାତାୟତ କରୁଥିବା ବେଳେ, ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Woman makes jewellery from mothers milk
ମହିଳାଙ୍କ ନିଆରା କଳା; ମା କ୍ଷୀରରୁ ତିଆରି କରୁଛନ୍ତି ଅଳଙ୍କାର

କେବେ ଦେଖି ନଥିବେ କି ଭାବି ବି ନଥିବେ ଏମିତି କଳା ବିଷୟରେ। ଭାରତର ଏହି ଜାଗାରେ ଅଛନ୍ତି ଏମିତି ଜଣେ ମହିଳା ଯିଏ ଏଭଳି ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରିପାରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ଜାଣନ୍ତୁ ସେ କିପରି କରୁଛନ୍ତି ଏହି ଅଳଙ୍କାର।

Viral Video Of Dancer Rani Priyadarshini
ପୁଣି ଜଲ୍‌ୱା ଦେଖାଇଲେ ରାନୀ: ହଟ୍‌ ଡ୍ୟାନ୍ସ କଲେ, ଫ୍ଲାଇଂ କିସ୍ ଦେଇ ଅଣ୍ଟାରେ ଟଙ୍କା ଖୋସିଲେ...

ପୁଣି ଝଲକ ଦେଖାଇଲେ ରାନୀ। ଭଦ୍ରକ ପରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ହଟ୍‌ ଡ୍ୟାନ୍ସ।

Tension grips Daruthenga after BMC’s truck crushes cyclist to death
ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ଅଳିଆ ଗାଡ଼ି, ତାତିଲେ ଲୋକେ...

ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଏକ ଗାଡ଼ି ସାଇକେଲ ଆରୋହୀଙ୍କୁ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତ୍ୟକ୍ତ ଲୋକେ କଟକ-ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି। 

cricket playing skills
ସେ ଦିବ୍ୟାଙ୍ଗ..ହେଲେ କରୁଛନ୍ତି ଦମ୍‌ଦାର ବୋଲିଂ

ଦିବ୍ୟାଙ୍ଗ ହେଲେ ବି ବୋଲିଂ କରୁଛନ୍ତି ପୂରା ଦମ୍‌ଦାର। ଥରେ ୟାଙ୍କର ବୋଲିଂ ଦେଖିଲେ ଆପଣ ବି ହୋଇଯବେ ଆଶ୍ଚର୍ଯ୍ୟ

  • Sunday, 30 October 2022
 pre-wedding shoot, video goes viral
ପ୍ରି ୱେଡିଂ ଫଟୋ ସୁଟ୍‌ ପାଇଁ କ୍ରେନ୍‌ରେ ଟଣା ହେଲେ ପୁଅ-ଝିଅ

ପାଗଳ କଲା ଫଟୋ ନିଶା। ପ୍ରି ୱେଡିଂ ଫଟୋ ସୁଟ୍‌ ପାଇଁ କ୍ରେନ୍‌ରେ ଟଣା ହେଲେ ପୁଅ-ଝିଅ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

video goes viral
ଟ୍ରେନ୍‌ ସିଟ୍‌ ପାଇଁ ଚୁଟି ଝିଙ୍କାଝିଙ୍କି...ଶାଢୀ ଟଣାଟଣି...

ଚଳନ୍ତା ଟ୍ରେନ୍‌ରେ ସିଟ୍‌ ପାଇଁ ଦୁଇ ମହିଳାଙ୍କ ଭିତରେ ଖଣ୍ଡଯୁଦ୍ଧ। ଦୁହେଁ ଦୁହିଁଙ୍କର ଚୁଟି ଟାଣିଲେ, ଉଭୟ ଉଭୟଙ୍କୁ ବହେ ଛେଚିଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ