Advertisment

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଇ, ଭାଙ୍ଗିଲା କେନାଲ ବନ୍ଧ

୧୦୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

author-image
Rajalaxmi Sahoo
Breaches Embankment In Pattamundai Canal

Breaches Embankment In Pattamundai Canal

ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ମାହାଙ୍ଗା ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ବନ୍ଧ ଭାଙ୍ଗି ଯିବାରୁ ବିରୁପା ନଦୀକୁ କେନାଲର ପାଣି ପ୍ରବେଶ କରୁଥିବା ସୂଚନା ମିଳିଛି।

Advertisment

ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

Canal
Advertisment
Advertisment