ଭଦ୍ରକରେ ଚାଲୁଥିଲା ଯାତ୍ରା। ଯାତ୍ରାରେ ଖଚାଖଚ୍ ଭିଡ଼। ହେଲେ ଭିଡ଼ ଘଟିଲା ଅଘଟଣ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଜୋତା। ଆଉ ତା ପରେ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। ଯାତ୍ରା କିଛି ସମୟ ପାଇଁ ବନ୍ଦ ହେଲା। ହେଲେ ଏହା ମୂଳ କାରଣ ହେଉଛି ଯାତ୍ରାରେ ନଗ୍ନତା।
Published: Chandan Shishu
Last updated: 28 October 2022, 11:24 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।