୧୯୯୯ ମହାବାତ୍ୟାକୁ ପୂରିଲା ୨୫ବର୍ଷ। ସେଦିନର କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେଖିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଯାହା ଥିଲା କଳ୍ପନାର ବାହାରେ।
ମହାବାତ୍ୟାକୁ ପୂରିଲା ୨୩ ବର୍ଷ। ସେଦିନ ଥିଲା ଶୁକ୍ରବାର, ଆଜି ଶନିବାର...ଛାରଖାର ହୋଇଯାଇଥିଲା ଅଧା ଓଡିଶା। ୩୫୦ କିମି ବେଗରେ ବୋହିଥିଲା ପବନ, ୧୦ ହଜାରରୁ ଅଧିକ ଲୋକଙ୍କ ଯାଇଥିଲା ଜୀବନ...ବାତ୍ୟା ହିଟ୍ କରିଥିଲା ଜଗତସିଂହପୁର ଏରସମାରେ...
୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା।
୧୯୯୯ ମହାବାତ୍ୟାକୁ ଆଜି ପୂରିଲା ୨୨ ବର୍ଷ। ସେଦିନ ବି ଥିଲା ଶୁକ୍ରବାର, ଆଜି ବି ହେଉଛି ଶୁକ୍ରବାର। ମନେ ପଡିଯାଉଛି ସେଦିନର ସେହି ସ୍ମୃତି
ଆଜି ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ବି ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି।