• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 1999 Super Cyclone

1999 super cyclone
ମହାବାତ୍ୟାକୁ ପୂରିଲା ୨୩ ବର୍ଷ...ମନେ ପଡିଲେ ଶୀତେଇ ଉଠୁଛି ଦେହ

ମହାବାତ୍ୟାକୁ ପୂରିଲା ୨୩ ବର୍ଷ। ସେଦିନ ଥିଲା ଶୁକ୍ରବାର, ଆଜି ଶନିବାର...ଛାରଖାର ହୋଇଯାଇଥିଲା ଅଧା ଓଡିଶା। ୩୫୦ କିମି ବେଗରେ ବୋହିଥିଲା ପବନ, ୧୦ ହଜାରରୁ ଅଧିକ ଲୋକଙ୍କ ଯାଇଥିଲା ଜୀବନ...ବାତ୍ୟା ହିଟ୍‌ କରିଥିଲା ଜଗତସିଂହପୁର ଏରସମାରେ...

Super Cyclone
ମହାବାତ୍ୟାକୁ ପୂରିଲା ୨୩ ବର୍ଷ...ମନେ ପଡିଲେ ଶୀତେଇ ଉଠୁଛି ଦେହ

୧୯୯୯ ମସିହା, ଅକ୍ଟୋବର ୨୫ ତାରିଖ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ। ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାରେ ଲାଗିଲା। ୨୮ ତାରିଖ ରାତିରୁ ବୋହିବାକୁ ଲାଗିଥିଲା ସୁଲୁସୁଲିଆ ପବନ। ଆଉ ପରଦିନ ଅର୍ଥାତ୍‌ ୨୯ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରଳୟ ରଚିଥିଲା। ସୂଚନା ଅନୁସାରେ, ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍‌ କରିଥିଲା ବାତ୍ୟା।

super cyclone
ଆଜି ମହାବାତ୍ୟାକୁ ପୂରିଲା ୨୨ ବର୍ଷ

୧୯୯୯ ମହାବାତ୍ୟାକୁ ଆଜି ପୂରିଲା ୨୨ ବର୍ଷ। ସେଦିନ ବି ଥିଲା ଶୁକ୍ରବାର, ଆଜି ବି ହେଉଛି ଶୁକ୍ରବାର। ମନେ ପଡିଯାଉଛି ସେଦିନର ସେହି ସ୍ମୃତି

super cyclone
ମହାବାତ୍ୟାକୁ ପୂରିଲା ୨୨ ବର୍ଷ, ସେଦିନ ବି ଥିଲା ଶୁକ୍ରବାର ଆଉ ଆଜି ବି ଶୁକ୍ରବାର

ଆଜି ଅକ୍ଟୋବର ୨୯ ତାରିଖ, ଶୁକ୍ରବାର। ସେଦିନ ବି ଥିଲା ଶୁକ୍ରବାର....ସନ୍ଧ୍ୟା ବେଳକୁ ମାଡ଼ି ଆସିଲା ଅଣଚାଷ ପବନ ସାଙ୍ଗକୁ ମୁସଳ ବର୍ଷା। ଆକାଶରେ ଝଟକୁଥାଏ ବିଜୁଳି, ମାରୁଥାଏ ଘଡ଼ଘଡ଼ି।