• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Daughter gets iphone 12 as surprise gift from parents and delighted
ଉପହାରରେ ଆଇଫୋନ୍ ପାଇ ଆତ୍ମହରା ହୋଇଗଲା ଝିଅ

ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।

Baliyatra
୬୫ ପ୍ରକାର ପିଠା ବାସ୍ନାରେ ମହକୁଛି ବାଲିଯାତ୍ରା ପଡିଆ

ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?

World’s most beautiful police officer
ମଡେଲିଂର ମୋହ ନାହିଁ…ଟଙ୍କା ପାଇଁ କର୍ତ୍ତବ୍ୟ ଛାଡିବେନି ବିଶ୍ୱ ସୁନ୍ଦରୀ ପୋଲିସ ଅଫିସର୍

ମଡେଲିଂ ପାଇଁ ମୋହ ନାହିଁ…ବିଶ୍ୱର ସୁନ୍ଦରୀ ପୋଲିସ ଅଫିସରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା…ଏତେ ଟଙ୍କା ପାଇଁ ଅଫର ଆସୁଥିଲେ ବି ଚାକିରି ଛାଡି ମଡେଲିଂ କରିବାକୁ ରାଜି ହେଉନାହାନ୍ତି ଏଇ ଅଫିସର

  • Sunday, 13 November 2022
Two brothers die
ସ୍ୱପ୍ନ ଚୁରମାର…ସୈନିକ ହୋଇଥାନ୍ତେ, ଶବ ପାଲଟିଗଲେ

ସ୍ୱପ୍ନ ହୋଇଗଲା ଚୁରମାର। ସୈନିକ ପାଇଁ ଦୌଡୁ ଥିଲେ…ରାସ୍ତା ପଡିଯିବା ପରେ ଚାଲିଗଲା ଜୀବନ…ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି ବାପା-ମାଆ…

  • Sunday, 13 November 2022
News Fuse
ସିଏ ବବି…କୋବି ନୁହେଁ ଯେ ପରିବା ମାର୍କେଟ୍ରେ ମିଳିବେ !!

ଭାଇ ତୁମେ କଂଟ୍ରୋଲରେ ନାହଁ। ୟାଙ୍କର ଏକ ଜିଦ୍‌ ବବି ଭାଇ ଆମର ଦରକାର। ବବି ଭାଇ ଏବେ ଓସିଏ ସଭାପତି। ଏଇନେ ଚାହିଁବେ ମାନେ ପଡିଆ ପୂରା ନୂଆ ହେବ। ହେଇଲୋ...ଇଏ କଣ ନେତା ଖଟୁନାହାନ୍ତି ବୋଲି କହିଲେ, ପଏଣ୍ଟ ଟୁ ବି ନୋଟେଡ୍‌

duplicate eggs
ଶୀତ ଦିନରେ ବଜାରରେ ବୁଲୁଛି ନକଲି ଅଣ୍ଡା…ହେଲେ ଚିହ୍ନିବେ କେମିତି?

ଶୀତ ଦିନରେ ମାର୍କେଟ୍‌ରେ ବୁଲୁଛି ଶହଶହ ନକଲି ଅଣ୍ଡା। ଟିକିଏ ଅସାବଧାନ ହେଲେ ଆପଣ ବି ଘରକୁ ନେଇପାରନ୍ତି ନକଲି ଅଣ୍ଡା। ଜାଣନ୍ତୁ କେମିତି ଚିହ୍ନିବେ ନକଲି ଅଣ୍ଡା?

  • Sunday, 13 November 2022
Special story
ଠକିଦେଲା ଯୋଗାଣକାରୀ ସଂସ୍ଥା ! ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ୍ ଚୁଲା ଯୋଗାଣରେ ଅନିୟମିତତା

୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ

helpless girl
ମୁଁ ଏକା ସମ୍ଭାଳୁଛି ମୋ ପରିବାରର ବୋଝ

ବାପା ଚାଲିଯାଇଥିଲେ ଗଲା ଦୀପାବଳି ପରେ ପରେ ମାଆ ପରି କରି ଆରପାରିକୁ ଚାଲିଗଲା । ଏବେ ଘରର ମୁରବୀ ସାଜିଛି କୁନି ଝିଅ ରୁବିନି । ଏଡିକି ବକୁଟେ ଝିଅ ମୁଣ୍ଡରେ ଏବେ ତିନି ଭାଇ ଭଉଣୀଙ୍କ ବୋଝ ।

  • Saturday, 12 November 2022
water crisis
ଜଳ ଯନ୍ତ୍ରଣାରେ ଛଟପଟ ଜୀବନ, ପିଇ ହେଉନି ଏ ପାଣି

ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।

Friends raising fund
ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି

ଏ ସମ୍ପର୍କ ଯୁଗ ଯୁଗର। ଏ ବନ୍ଧୁତ୍ୱ ଜନ୍ମ ଜନ୍ମର। ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି।

  • Saturday, 12 November 2022
News Fuse
ଭୁବନେଶ୍ୱର ମେୟରଙ୍କ ହାତରେ ଅଳିଆ, ଚାଲିଛି ସଫେଇ ଅଭିଯାନ

ଅଳିଆ ପାଇଁ ତ ଆମ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ତଳକୁ ଖସିଗଲାଣି । ଅବଶ୍ୟ ଆମ ନୂଆ ମେୟର ଆଉ କମିଶନର ଯୋଉ ରେଟରେ ଅଳିଆ ସଫାରେ ଲାଗିଛନ୍ତି, ଆଉ କିଛି ସଫା ହେଉ କି ନ ହେଉ, ଅଳିଆ ହଟିବା ଥୟ ।

paper boy
କୁନି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ

ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ

  • Saturday, 12 November 2022
65% of insects on Earth to go extinct due to climate change
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେବେ ୬୫ ପ୍ରତିଶତ କୀଟ !

ଜଳବାୟୁ ପରିବର୍ତ୍ତନ ଖାଲି ମାନବ ସମାଜ ନୁହେଁ, କୀଟ ପତଙ୍ଗ ଉପରେ ମଧ୍ୟ ପ୍ରଭାବ ପକଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।

Draupadi Murmu
ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି ।

Now read engg books in Odia
ଏଣିକି ଓଡ଼ିଆରେ ପଢ଼ିବେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ

ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

Woman halts express train
ଟ୍ରେନ୍‌ରେ ସିଟ୍‌ ମିଳିଲାନି ବୋଲି ଟ୍ରାକ୍‌ରେ ୨୦ ମିନିଟ୍‌ ଟ୍ରେନ ଅଟକାଇଲେ ମହିଳା

ଯାତ୍ରା ପାଇଁ ଟ୍ରେନ୍‌ରେ ସିଟ୍‌ କନଫର୍ମ ହେଲାନି ବୋଲି...ଟ୍ରାକ୍‌ରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍‌ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍‌ ମିଳିବା ପରେ ଟ୍ରେନ୍‌କୁ ଛାଡିଲେ ମହିଳା

  • Friday, 11 November 2022
Gas Cylinder
ଭୟଙ୍କର ବିସ୍ଫୋରଣ ! ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି

ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।

woman alleges husband
ସ୍ୱାମୀ ମୋର..ଦିନରେ ବସନ୍ତ, ରାତିରେ ବାସନ୍ତୀ

ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ। ପୁଅ ଓ ଝିଅ ଉଭୟଙ୍କ ସହ ସେ ସେକ୍ସ କରନ୍ତି...ଗ୍ରୁପ୍‌ରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ଆଉ ରେଟ୍‌ ଫାଇନାଲ କରନ୍ତି...ନିଜ ସ୍ୱାମୀ ଜଣେ ସମଲିଙ୍ଗୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇ ମହିଳା ଜଣକ

  • Friday, 11 November 2022
President Draupadi Murmu
ଫଟୋରେ ଖବର: ସ୍କୁଲ ବୁଲିଲେ, ପିଲାଙ୍କ ସହ ଭାବ ବିନିମୟ କଲେ ମହାମହିମ

୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।

love sex and dhoka
ଗର୍ଭ ନଷ୍ଟ ପାଇଁ ରାଜି ହେଲାନି ବୋଲି ପ୍ରେମିକାକୁ..

ଗର୍ଭନଷ୍ଟ ପାଇଁ ରାଜି ହେଲାନି ପ୍ରେମିକା। କାଳେ ଅବୈଧ ଗର୍ଭ ସମ୍ପର୍କରେ କିଏ ଜାଣିଯିବ ...ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ। ହତ୍ୟାର ୧୦ ମାସ ପରେ...

President Draupadi Murmu
୫୦ ବର୍ଷ ତଳର ସାଙ୍ଗଙ୍କୁ ଭେଟିଲେ, ସ୍କୁଲ ବେଳର ହଷ୍ଟେଲ ରୁମ୍‌ରେ ସମୟ କାଟିଲେ ମହାମହିମ

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।

lunar eclipse
ପରାଗ କି ଗ୍ରହଣ...ଏଇ ପୋଖରୀରେ ସ୍ନାନ କଲେ...

ଗ୍ରହଣ ହେଉ କି ପରାଗ...ଏଇ ପୋଖରୀରେ ସ୍ନାନ କରି ଖାଇଲେ ଏଇ ସବୁ ରୋଗ ହେବ ଦୂର...ଏସନ ବି ପ୍ରବଳ ଗହଳି ହୋଇଥିଲା ପୋଖରୀ ଘାଟରେ

Youth Missing After Falling Into Waterfall While Taking Selfie
ଜଳପ୍ରପାତ ନିକଟରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଖସିଗଲା ଗୋଡ଼; ତା’ପରେ...

ଜଳପ୍ରପାତ ନିକଟରେ ସେଲ୍‌ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।

  • Friday, 11 November 2022
  • Selfie
News Fuse
ନନାଙ୍କର ଆଉ ଡ୍ରେସ୍‌ ନାହିଁ...

ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍‌ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?

Son Builds Temple In Memory Of Mother In Andhra Pradesh
କଳି ଯୁଗର ଶ୍ରବଣ କୁମାର: ମା’ ପାଇଁ ମନ୍ଦିର ଗଢ଼ୁଛି ପୁଅ

ମା’ ସିନା ପାଖରେ ନାହାନ୍ତି, ହେଲେ ତାଙ୍କ ସ୍ମୃତି ପାଖରେ ଅଛି। ଆଉ ସେଇ ସ୍ମୃତିକୁ ମନେ ପକାଇ ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଛି ପୁଅ।

  • Friday, 11 November 2022