ଚଳନ୍ତା ଟ୍ରେନ୍ରେ ସିଟ୍ ପାଇଁ ଦୁଇ ମହିଳାଙ୍କ ଭିତରେ ଖଣ୍ଡଯୁଦ୍ଧ। ଦୁହେଁ ଦୁହିଁଙ୍କର ଚୁଟି ଟାଣିଲେ, ଉଭୟ ଉଭୟଙ୍କୁ ବହେ ଛେଚିଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
Published: Pallipuspa Samal
Last updated: 30 October 2022, 08:25 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।