• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Today President Draupadi Murmu To Visit Odisha
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି। 

Body of girl student exhumed
ହତ୍ୟାର ୧୦ ମାସ ପରେ ହତ୍ୟାକାରୀକୁ ଧରାଇ ଦେଲା ବେନାମୀ ଚିଠି

ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍‌ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍‌ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍‌ ରିକ୍ରିଏସନ୍‌ ବି କରୁଛି

News Fuse
ଉପନିର୍ବାଚନ ଜିତିଲ ବୋଲି ସରକାର କରିବ ନାଁ କଣ?

ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି

Elephant
ହାତୀ ପଲଙ୍କୁ କି ନିଦ?

ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି ।

Sarbe Bhabantu Sukhina
ଭୁଲ ଜାଗାରେ ଟଙ୍କା ଲଗାଉଥିବାରୁ ଗରିବ ହେଉଛନ୍ତି ଅଧିକ ଗରିବ...

ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?

Electric Sock
ଗାଁ ଲୋକଙ୍କୁ ଆଲୁଅ ଦେଲେ, ହେଲେ ନିଜେ ଅନ୍ଧାରକୁ ଚାଲିଗଲେ

ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।

  • Wednesday, 09 November 2022
  • Divyang
Kidney Patient
କିଡନୀ ରୋଗୀଙ୍କୁ ଔଷଧ ନୁହେଁ, ବିଷ ଦେଉଛନ୍ତି ସରକାର!

ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍‌ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?

  • Wednesday, 09 November 2022
  • Protest
Elephant
ଆଶ୍ଚର୍ଯ୍ୟ ! ନିଶା ଖାଇ ନିଘୋଡ଼ ନିଦରେ ଶୋଇଛନ୍ତି ୨୨ ଟିକିଆ ହାତୀ ପଲ.. ଦେଖନ୍ତୁ ଭିଡିଓ

କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

Old library
ହୋତା ସାର୍‌ଙ୍କ ୬୦ ବର୍ଷର ଲାଇବ୍ରେରୀ; ଯେଉଁ ବହି ଖୋଜିବ, ସବୁ ମିଳିବ

ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍

Poor Road Construction
ପ୍ରଶାସନର ଅଣଦେଖା! ପାହାଡ଼ ବୁକୁଚିରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।

Kidney Patients In Dharana For Medicine
କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଶୋଇଲେ ରୋଗୀ ଓ ସମ୍ପର୍କୀୟ 

କିଡ୍‌ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍‌ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।

Old man dancing to impress wife
ନିଜ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଜେଜେବାପାଙ୍କ ମଜାଳିଆ ନାଚ

ଜଣେ ଜେଜେବାପାଙ୍କ ହୃଦୟରେ ଥିବା ଯୁବସୁଲଭ ଗୁଣ ଦେଖିବାକୁ ମିଳିଛି। ଏ ବୟସରେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ପ୍ରେମ କମିନି। ସେ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କରିଛନ୍ତି ତାହା କୌଣସି ଯୁବକ ଠାରୁ ବି କମ ନୁହେଁ।

Fraud Allegation Against BMW Car Show Room
ଗ୍ରାହକଙ୍କଠୁ ୨ ଲକ୍ଷ ଟଙ୍କା ଠକି ନେଲା BMW କାର୍‌ ଶୋ’ ରୁମ୍‌

କଟକ ବିଏମଡବ୍ଲ୍ୟୁ(BMW) କାର୍‌ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍‌ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।

Safety helmet colours at construction site
କିଏ ପିନ୍ଧେ ଲାଲ୍ ତ କିଏ ପିନ୍ଧେ ହଳଦିଆ ହେଲ୍‌ମେଟ୍; କାରଣ କ’ଣ

ବିଭିନ୍ନ କର୍ମକ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ହେଲ୍‌ମେଟ୍‌ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ପ୍ରଶ୍ନ ଆସେ ରଙ୍ଗ କାହିଁକି ଅଲଗା ହୋଇଥାଏ? ଏହା କେବଳ କର୍ମଚାରୀମାନଙ୍କୁ ଏକ ଭିନ୍ନ ରୂପ ଦେବା କାରଣରୁ କି ଏହା ପଛରେ ଅନ୍ୟ କିଛି କାରଣ ଅଛି? ଆସନ୍ତୁ ଜାଣିବା…

Taste of Odisha
ଆଜି କାର୍ତ୍ତିକ ପୂର୍ଣ୍ଣମୀ ଘରେ କରନ୍ତୁ ଅଁଳା ଘିଅ ଅନ୍ନ

ଆଜି କାର୍ତ୍ତିକ ପୂର୍ଣ୍ଣିମା...କାର୍ତ୍ତିକ ମାସର ଶେଷ ଦିନ...ସକାଳୁ ସକାଳୁ କରନ୍ତୁ ଅଁଳା ଘିଅ ଅନ୍ନ...ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ

Headmistress denies egg to student
ପିଲାଟି ଦୁଷ୍ଟ ହେଉଛି ବୋଲି, ଦିଦି ଖାଇବାକୁ ଅଣ୍ଡା ଦେଲେନି

ଦିଦିଙ୍କ ଅଜବ ନୀତି। ପିଲାଟି ଭଲ ପାଠ ପଢ଼ୁନି ବୋଲି ତାକୁ ଖାଇବାକୁ ଅଣ୍ଡା ଦେଲେନି। ଗଣମାଧ୍ୟମ ପ୍ରତିନିଧି ପଚାରିଲେ ବୋଲି ତାଙ୍କ ଫଟୋ ଉଠାଇ ରଖିଲେ। ପଚାରିଲାରୁ କହିଲେ ସବୁ ମିଛ କଥା

  • Tuesday, 08 November 2022
Bel trees
ବାବାଙ୍କ ପୀଠରେ ଶହ ଶହ ବେଲଗଛ, ଡେମ୍ଫରେ 21ଟିକିଆ ପତ୍ର

କଟକ ଜିଲ୍ଲା ବଡ଼ମ୍ବାରେ ଏମିତି ଏକ ଶୈବ ପୀଠ ଅଛି ଯେଉଁଠି ଶହଶହ ବେଲଗଛ । ଆଉ ବେଲ ଗଛରେ ତିନିଟିକିଆ ପତ୍ର ତ ଅଛି, ସେଠି 21ଟିକିଆ ବେଲପତ୍ର ବି ଅଛି। ପ୍ରାୟ ସବୁ ଡେମ୍ଫରେ 6,7,9 ଟିକିଆ ପତ୍ର ରହିଛି। ଦେଖନ୍ତୁ କେଉଁଠି ଏ ଶୈବ ପୀଠ।

  • Tuesday, 08 November 2022
Special story
ପାକତ୍ୟାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ! ହେତୁବାଦୀଙ୍କ ଉପରକୁ ଢ଼େଲାପଥର ଓ ଗୋବର ମାଡ଼

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ।

  • Tuesday, 08 November 2022
News Fuse
ସାର୍‌ ଆପଣ ଆଗେ ଖାଇ ଦିଅନ୍ତୁ, ଆମେ ପରେ ଖାଇବୁ..

ପ୍ରଦୀପ ବାବୁ ବହୁଦିନ ହେଲାଣି ଖାଇନାହାନ୍ତି ବୋଧହୁଏ। ଦେଖୁନାହାନ୍ତି ପ୍ରଦୀପ ସେନା ଗଢାଯିବା ପରେ କେମିତି ହାଉଁ ହାଉଁ କରି ଖାଇ ଦେଉଛନ୍ତି ପ୍ରଦୀପ?

death
ମୀନାବଜାର ଦୋଳିରୁ ପଡ଼ି ଯୁବକ ମୃତ

ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ ।

Payal Nag
ହାତ ନାହିଁ କି ପାଦ ନାହିଁ....ହେଲେ କାହାରିଠାରୁ କମ୍‌ ନାହିଁ

ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।

Taste Of Odisha
ଆଶ୍ରମର ହବିଷ ଡାଲମା

କାର୍ତ୍ତିକ ମାସର ପଞ୍ଚୁକ ଚାଲିଛି। ଏବେ ପ୍ରାୟତଃ ଘରେ ଘରେ ଆମିଷ ପଶୁନି। ଏମିତି କି ପିଆଜ ରସୁଣ ବି ଛାଡ। ତେଣୁ ଆଜି ଟିକେ ମାଟି ହାଣ୍ଡି ହବିଷ ଡାଲମା ହେଉ

Yojana Ra Na Hariloot
ମୁକ୍ତା ଯୋଜନା ନାଁରେ ଟଙ୍କା ହରିଲୁଟ୍ ! ହଜିଯାଇଛି ପ୍ରକଳ୍ପ କିନ୍ତୁ ପଡିରହିଛି ଫଳକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି

Yojana Ra Na Hariloot
କାଳିଆ ଯୋଜନାରେ କେଳେଙ୍କାରୀ ! ଚାଷୀଙ୍କ ଟଙ୍କା ଲୁଟୁଛନ୍ତି ସରକାରୀ ବାବୁ

ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?

 donate money for society
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା, କାହିଁକି ଜାଣନ୍ତି?

ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରି ଭଲ ଦରମା ପାଉଛନ୍ତି। ଘରେ ପଇସା ପତ୍ରର ଅସୁବିଧା ନାହିଁ। ବାପା ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ୍ ପ୍ରଫେସର୍। ଜେଜେ ଥିଲେ IAS ଅଫିସର। ହେଲେ ତଥାପି ଘରୁ ଗୋଡ କାଢ଼ି MBA ପାସ୍ କରିଥିବା ଆଶ୍ୟୁକ୍ତା ପଣ୍ଡା କାହିଁକି ବିକୁଛନ୍ତି ଦହିବରା?

  • Monday, 07 November 2022