ଔଷଧ ନିମ୍ନମାନର ବୋଲି ସରକାର ପୂର୍ବରୁ ସ୍ୱୀକାର କରିଥିଲେ ମଧ୍ୟ ରୋଗୀଙ୍କ ଜୀବନ ସହ କାହିଁକି ଖେଳୁଛନ୍ତି । ତାହା ବି ବୁଝାପଡୁନି । କଂପାନୀଠାରୁ ମୋଟା ଅଙ୍କର କିକ୍ବ୍ୟାକ୍ ଖାଇ ସରକାରୀ ଅଧିକାରୀ ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉନାହାନ୍ତି ତ ?
କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।
ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।
କିଡ୍ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।
ଜଣେ ଜେଜେବାପାଙ୍କ ହୃଦୟରେ ଥିବା ଯୁବସୁଲଭ ଗୁଣ ଦେଖିବାକୁ ମିଳିଛି। ଏ ବୟସରେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ପ୍ରେମ କମିନି। ସେ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କରିଛନ୍ତି ତାହା କୌଣସି ଯୁବକ ଠାରୁ ବି କମ ନୁହେଁ।
କଟକ ବିଏମଡବ୍ଲ୍ୟୁ(BMW) କାର୍ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
ବିଭିନ୍ନ କର୍ମକ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ହେଲ୍ମେଟ୍ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଏଠାରେ ପ୍ରଶ୍ନ ଆସେ ରଙ୍ଗ କାହିଁକି ଅଲଗା ହୋଇଥାଏ? ଏହା କେବଳ କର୍ମଚାରୀମାନଙ୍କୁ ଏକ ଭିନ୍ନ ରୂପ ଦେବା କାରଣରୁ କି ଏହା ପଛରେ ଅନ୍ୟ କିଛି କାରଣ ଅଛି? ଆସନ୍ତୁ ଜାଣିବା…
ଆଜି କାର୍ତ୍ତିକ ପୂର୍ଣ୍ଣିମା...କାର୍ତ୍ତିକ ମାସର ଶେଷ ଦିନ...ସକାଳୁ ସକାଳୁ କରନ୍ତୁ ଅଁଳା ଘିଅ ଅନ୍ନ...ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ
ଦିଦିଙ୍କ ଅଜବ ନୀତି। ପିଲାଟି ଭଲ ପାଠ ପଢ଼ୁନି ବୋଲି ତାକୁ ଖାଇବାକୁ ଅଣ୍ଡା ଦେଲେନି। ଗଣମାଧ୍ୟମ ପ୍ରତିନିଧି ପଚାରିଲେ ବୋଲି ତାଙ୍କ ଫଟୋ ଉଠାଇ ରଖିଲେ। ପଚାରିଲାରୁ କହିଲେ ସବୁ ମିଛ କଥା
କଟକ ଜିଲ୍ଲା ବଡ଼ମ୍ବାରେ ଏମିତି ଏକ ଶୈବ ପୀଠ ଅଛି ଯେଉଁଠି ଶହଶହ ବେଲଗଛ । ଆଉ ବେଲ ଗଛରେ ତିନିଟିକିଆ ପତ୍ର ତ ଅଛି, ସେଠି 21ଟିକିଆ ବେଲପତ୍ର ବି ଅଛି। ପ୍ରାୟ ସବୁ ଡେମ୍ଫରେ 6,7,9 ଟିକିଆ ପତ୍ର ରହିଛି। ଦେଖନ୍ତୁ କେଉଁଠି ଏ ଶୈବ ପୀଠ।
ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ।
ପ୍ରଦୀପ ବାବୁ ବହୁଦିନ ହେଲାଣି ଖାଇନାହାନ୍ତି ବୋଧହୁଏ। ଦେଖୁନାହାନ୍ତି ପ୍ରଦୀପ ସେନା ଗଢାଯିବା ପରେ କେମିତି ହାଉଁ ହାଉଁ କରି ଖାଇ ଦେଉଛନ୍ତି ପ୍ରଦୀପ?
ଖୁସିର ମାହୋଲରେ ଦୁଃଖର କଳାବାଦଲ । ଦୋଳିରୁ ଖସି ଚାଲିଗଲା କୁକୁଡ଼ା ବ୍ୟବସାୟୀଙ୍କ ଜୀବନ ।
ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।
କାର୍ତ୍ତିକ ମାସର ପଞ୍ଚୁକ ଚାଲିଛି। ଏବେ ପ୍ରାୟତଃ ଘରେ ଘରେ ଆମିଷ ପଶୁନି। ଏମିତି କି ପିଆଜ ରସୁଣ ବି ଛାଡ। ତେଣୁ ଆଜି ଟିକେ ମାଟି ହାଣ୍ଡି ହବିଷ ଡାଲମା ହେଉ
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ମୁକ୍ତା ପ୍ରକଳ୍ପ ପାଇଁ କାର୍ଯ୍ୟାରଦେଶ ଦିଆଯାଇଥିଲା । କିଛି ମହିଳା ମଧ୍ୟ କାମ କରିଥିଲେ । ହେଲେ କେତେ ଟଙ୍କାର କାର୍ଯ୍ୟ, କେତେ ବିଲ୍ ହେଉଛି ସେନେଇ ପଚାରିଲେ SHG ମହିଳାଙ୍କୁ ସଠିକ୍ ଉତ୍ତର ଦେଉନାହାନ୍ତି
ଏଠି ପ୍ରଶ୍ନ ଉଠୁଛି, କାହିଁକି ଯୋଗାଣ ସହାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ? କାହିଁକି ଚାକିରିରୁ ବରଖାସ୍ତ କରାଯାଉନାହିଁ ? ବ୍ଲକ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ରହିଛି କି ସଲାସୁତୁରା ?
ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରି ଭଲ ଦରମା ପାଉଛନ୍ତି। ଘରେ ପଇସା ପତ୍ରର ଅସୁବିଧା ନାହିଁ। ବାପା ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ୍ ପ୍ରଫେସର୍। ଜେଜେ ଥିଲେ IAS ଅଫିସର। ହେଲେ ତଥାପି ଘରୁ ଗୋଡ କାଢ଼ି MBA ପାସ୍ କରିଥିବା ଆଶ୍ୟୁକ୍ତା ପଣ୍ଡା କାହିଁକି ବିକୁଛନ୍ତି ଦହିବରା?
ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଶୁଣିଥିବେ ମା ଏବଂ ଝିଅ ଏକତ୍ର ଗର୍ଭବତୀ ହେବାର ବା ଶାଶୁ ଏବଂ ବୋହୂ ଏକାବେଳେ ସନ୍ତାନ ପ୍ରସବ କରିବାର। ଆପଣଙ୍କ କାନ ଉଠିଲା ଦିନରୁ କେବେ ଶୁଣିଛନ୍ତି କି ଜଣେ ମହିଳା ନିଜ ପୁଅ-ବୋହୂର ସନ୍ତାନର ମା’ ହେବା କଥା। ତେବେ ଦେଖନ୍ତୁ…
ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି।
ଦେଶରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ୫୦ ରୁ ୭୦% ରୋଗୀ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ମେଡିକାଲ ଆସିଥାନ୍ତି। ଯାହାକି ଚିନ୍ତାଜନକ ବିଷୟ।
ଜାଇଁଲୁରେ ନାରଣ, ନୋକେ କୁହନ୍ତି, ଆମ ରାଜା ସ୍ୱାଇଁ କାଳେ ଯା ଛା ତା କହି ପକାନ୍ତି। କାହାରିକୁ ମାନନ୍ତିନି। ନିଜ ଏରିଆରେ ସେ କୁଆଡେ ରାଜା ଭଳିଆ ହୁଅନ୍ତି। ତା ବୋଲି କଣ ଏମିତି ମା କୁ ସମ୍ମାନ
ନବମ ଶ୍ରେଣୀର ଝିଅ ପାୟଲ। ପିଲାଟି ଦିନୁ ବିଦ୍ୟୁତ ଆଘାତରେ ହାତ ପାଦ ହରାଇଛି। ହେଲେ ପାୟଲର ସଙ୍ଘର୍ଷ ଆଗରେ ଜିଲ୍ଲାପାଳ ବି ସ୍ତବ୍ଧ। ପାୟଲ ନାଚୁଛି, ଗାଉଛି। ହାତ ନାହିଁ ସିନା, ପାଟିରେ ଚିତ୍ର ଆଙ୍କୁଛି। ସେ ଚାହୁଁଛି ମୁଖ୍ୟମନ୍ତ୍ରୀ ଥରେ ତା ଚିତ୍ର ଦେଖନ୍ତୁ... ପାୟଲର ମନ ରଖିବେ ତ ନବୀନ ବାବୁ
ପଛକୁ ପଛ ଗାଡ଼ି ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।