• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Tourist can enter centrally protected historic monuments for free
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି।

News Fuse
ନିବାରଣ ରାଲିଲେ ନାଲିପାଣି ବୋତଲ !!

ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ

VIRAL VEDIO
ପେଟେ ମଦ ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ...

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି...ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ

Pet Dogs
କେତେ ଯୁକ୍ତିଯୁକ୍ତ ବିଏମ୍ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ?

ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମସି । ତେବେ ପ୍ରସ୍ତାବିତ ଗାଇଡଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି ..

  • Friday, 18 November 2022
  • BMC
Cabinet Meeting
ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବନ୍ଦର ନୀତି-୨୦୨୨ ଏବଂ ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

Pet Dogs
ବିନା ଅନୁମତିରେ ଘରେ ରଖି ପାରିବେନି ପୋଷା ଜନ୍ତୁ: BMC

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

  • Friday, 18 November 2022
  • BMC
private rocket
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ : ସଫଳତାର ସହ ମହାକାଶ ଯାତ୍ରା କଲା ବିକ୍ରମ-ଏସ୍ ରକେଟ୍

ଘରୋଇ କଂପାନୀ ସ୍କାଏ ରୁଟ୍ ଏରୋସ୍ପେସର ବିକ୍ରମ-ଏସ୍ ରକେଟ୍

  • Friday, 18 November 2022
OPSC
ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ

ପରବର୍ତ୍ତୀ ଶୁଣାଣି ଯାଏଁ OPSC କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ

dog
ଏଣିକି ପୋଷା ଜନ୍ତୁ ରଖିଲେ ବିଏମ୍‌ସିରୁ ନେବାକୁ ପଡ଼ିବ ଅନୁମତି

ଆସନ୍ତା ସପ୍ତାହ ସୁଦ୍ଧା ନିୟମ ଲାଗୁ ହେବା ନେଇ ବିଏମସି କମିଶନରଙ୍କ ସୂଚନା

  • Friday, 18 November 2022
  • Dogs
 journey of this Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

  • Friday, 18 November 2022
Viral vedio
ଆଶ୍ଚର୍ଯ୍ୟ !! ଗୋଟିଏ ସାଇକେଲ୍‌ରେ ୯ ଜଣ

ଆଶ୍ଚର୍ଯ୍ୟ !! ସାଇକେଲ ଗୋଟିଏ, ସବାର ହୋଇଛନ୍ତି ୯ ଜଣ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Chhatua
ବଡ଼ ବାବୁଙ୍କୁ ଦେଲେ ଫିମ୍ପିମରା ଛତୁଆ-ଲଡ଼ୁ, ‘ନିଜେ ତ ଖାଇପାରୁନ ପିଲାଙ୍କୁ ଦେଉଛ କେମିତି’

ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

Hoax calls plague 108 emergency
୧୦୮ କୁ ଫେକ୍‌ କଲ, ଡାର୍ଲିଂ ଚାଲ ଆମେ ପଳେଇବା

୧୦୮ ନମ୍ବରକୁ ଆସୁଛି ଫେକ୍‌ କଲ୍‌। ଲୋକେ କହୁଛନ୍ତି, ଡାର୍ଲିଂ ଚାଲ ଆମେ ପଳେଇବା, ଆଉ କିଏ କିଏ ନମ୍ବର ମାଗୁଛନ୍ତି ଆଉ କହୁଛନ୍ତି ଅଢେଇ ହଜାର ଦିଅ...

  • Friday, 18 November 2022
National Human Rights Commission Summons Collector Of Odisha’s Rayagada
ଦୁଇ ଦୁଇ ଥର ନୋଟିସ୍‌ ଜାରି ସତ୍ତ୍ୱେ ରିପୋର୍ଟ ଦେଲେନି ରାୟଗଡ଼ ଜିଲ୍ଲାପାଳ, ହାଜର ପାଇଁ ସମନ ଜାରି

ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

News Fuse
ଟାୱାର ଉପରେ ଚଢିଲେ ନେତା, ହେଲେ କାହିଁକି?

ମୋ ପେପର୍‌ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା

Pet Guidelines
ରାଜଧାନୀରେ କୁକୁର କଳି କୋର୍ଟକୁ ଯିବା ପରେ ଚେତିଲା ବିଏମସି

କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।

Pet Guidelines
ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି ।

  • Thursday, 17 November 2022
  • BMC
Ox’s mouth
ମଣିଷ ଭୁଲ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ

ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି...ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି। ବହୁ କଷ୍ଟରେ ବନ୍ଧା ହେବା ପରେ ପାଟିରୁ ବାହାରିଲା ଡବା...କ୍ଷତ କଷ୍ଟକୁ ନେଇ ବୁଲୁଛି ଷଣ୍ଢ

  • Thursday, 17 November 2022
LED LIGHT
LED ଲାଇଟ୍‌ ପାଇଁ ଧାନଗଛ ଧରୁନି ଥୋଡ !!

ଚାଷୀଙ୍କ ଚିନ୍ତା ବଢାଇଲା ଏଲଇଡି ଲାଇଟ୍‌। ରାସ୍ତା କଡ ବିଲରେ ଧାନ ଗଛରେ ଆସୁଛି କେଣ୍ଡା...ଖୁଣ୍ଟରେ ଲାଗିଛି ଅଖା ଆଉ କପଡା...ଏଇ ଲାଇଟ୍‌ ପାଇଁ ଆମେ ବି ଦିନେ ଉପବାସରେ ରହିବା !!

  • Thursday, 17 November 2022
EMI
ହଠାତ୍‌ ଚାକିରି ଚାଲିଯିବା ପରେ କେମିତି ମ୍ୟାନେଜ୍‌ କରିବେ EMI ?

EMI ଋଣ ସଠିକ୍‌ ଟାଇମ୍‌ରେ ନଦେଲେ ତାହା ଆପଣଙ୍କୁ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

Farmers Problem LED Light
ଫସଲ ହେଉନି ବୋଲି ଷ୍ଟ୍ରିଟ୍‌ ଲାଇଟ୍‌ରେ କପଡ଼ା ଗୁଡ଼ାଇଛନ୍ତି ଚାଷୀ ! ଜାଣନ୍ତୁ ପୁରା କାହାଣୀ...

ଲାଇଟ୍‌ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍‌ ପାଇଁ ଆମେ ଦିନେ ଉପବାସରେ ରହିବା ।

Emotional Story
ଏ ମଣିଷ କେତେ ନିଷ୍ଠୁର ! ବୟସ ଅଧିକ ହେଲା ବୋଲି ବୃଦ୍ଧାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଲା, ଦେଖନ୍ତୁ ଭିଡିଓ..

ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।

Fake Call Tension In 108 Ambulance Service
୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛି- ‘କିଛି ହୋଇନି’

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି। 

Former Indian ambassador Abasar Beuria passes away
ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ହୋଇଛି। ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ।

  • Thursday, 17 November 2022