ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍ ରିକ୍ରିଏସନ୍ ବି କରୁଛି
Published: Pallipuspa Samal
Last updated: 10 November 2022, 08:04 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।