ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରି ଭଲ ଦରମା ପାଉଛନ୍ତି। ଘରେ ପଇସା ପତ୍ରର ଅସୁବିଧା ନାହିଁ। ବାପା ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ୍ ପ୍ରଫେସର୍। ଜେଜେ ଥିଲେ IAS ଅଫିସର। ହେଲେ ତଥାପି ଘରୁ ଗୋଡ କାଢ଼ି MBA ପାସ୍ କରିଥିବା ଆଶ୍ୟୁକ୍ତା ପଣ୍ଡା କାହିଁକି ବିକୁଛନ୍ତି ଦହିବରା?
Published: Pallipuspa Samal
Last updated: 07 November 2022, 01:00 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।