କଟକ ଜିଲ୍ଲା ବଡ଼ମ୍ବାରେ ଏମିତି ଏକ ଶୈବ ପୀଠ ଅଛି ଯେଉଁଠି ଶହଶହ ବେଲଗଛ । ଆଉ ବେଲ ଗଛରେ ତିନିଟିକିଆ ପତ୍ର ତ ଅଛି, ସେଠି 21ଟିକିଆ ବେଲପତ୍ର ବି ଅଛି। ପ୍ରାୟ ସବୁ ଡେମ୍ଫରେ 6,7,9 ଟିକିଆ ପତ୍ର ରହିଛି। ଦେଖନ୍ତୁ କେଉଁଠି ଏ ଶୈବ ପୀଠ।
Published: Pallipuspa Samal
Last updated: 08 November 2022, 01:56 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।