ଯାତ୍ରା ପାଇଁ ଟ୍ରେନ୍ରେ ସିଟ୍ କନଫର୍ମ ହେଲାନି ବୋଲି...ଟ୍ରାକ୍ରେ ୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍ ମିଳିବା ପରେ ଟ୍ରେନ୍କୁ ଛାଡିଲେ ମହିଳା
ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।
ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ। ପୁଅ ଓ ଝିଅ ଉଭୟଙ୍କ ସହ ସେ ସେକ୍ସ କରନ୍ତି...ଗ୍ରୁପ୍ରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ଆଉ ରେଟ୍ ଫାଇନାଲ କରନ୍ତି...ନିଜ ସ୍ୱାମୀ ଜଣେ ସମଲିଙ୍ଗୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇ ମହିଳା ଜଣକ
୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।
ଗର୍ଭନଷ୍ଟ ପାଇଁ ରାଜି ହେଲାନି ପ୍ରେମିକା। କାଳେ ଅବୈଧ ଗର୍ଭ ସମ୍ପର୍କରେ କିଏ ଜାଣିଯିବ ...ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ। ହତ୍ୟାର ୧୦ ମାସ ପରେ...
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।
ଗ୍ରହଣ ହେଉ କି ପରାଗ...ଏଇ ପୋଖରୀରେ ସ୍ନାନ କରି ଖାଇଲେ ଏଇ ସବୁ ରୋଗ ହେବ ଦୂର...ଏସନ ବି ପ୍ରବଳ ଗହଳି ହୋଇଥିଲା ପୋଖରୀ ଘାଟରେ
ଜଳପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।
ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?
ମା’ ସିନା ପାଖରେ ନାହାନ୍ତି, ହେଲେ ତାଙ୍କ ସ୍ମୃତି ପାଖରେ ଅଛି। ଆଉ ସେଇ ସ୍ମୃତିକୁ ମନେ ପକାଇ ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଛି ପୁଅ।
ନାଗରିକ ସଂବର୍ଦ୍ଧନା ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
ମହାପ୍ରସାଦ ଖାଇବା ସମୟରେ ଚକା ପକେଇ ତଳେ ବସି ମହାପ୍ରସାଦ ଖାଇଲେ ଦ୍ରୌପଦୀ ମୁର୍ମୁ ।
ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଛନ୍ତି ।
ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...
ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...
ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୫୦ ହଜାର ଟଙ୍କାର ସହଯୋଗ କରିଛନ୍ତି ରାନୀ । ଆଉ ଲୋକଙ୍କଠାରୁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ।
ଏଇଟା ଦେଶୀ ହାଟ। ଏଇଠି ମିଳେ ସବୁ ତାଜା ତାଜା ପରିବା...ବିନା ରାସାୟନିକ ସାରରେ ପୂରା ଜୈବିକ ପଦ୍ଧତିରେ ମିଳୁଛି ଭଳିକି ଭଳି ପରିବା...ପରିବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍
ଅନ୍ୟକୁ ଠେଲୁଥିଲେ....ନିଜେ କଚଡା ଖାଇ ଗାଡିରୁ ପଡିଗଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍ ରିକ୍ରିଏସନ୍ ବି କରୁଛି
ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି
ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି ।
ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?
ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।