• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Kuldiha Wildlife Sanctuary
ଆସ ବୁଲିଯିବା କୁଲଡିହା ଅଭୟାରଣ୍ୟ..

ଦିନେ ସଞ୍ଜ ନଇଁବା ପୂର୍ବରୁ ଯେଉଁଠି ପର୍ଯ୍ୟଟକ ଜଙ୍ଗଲ ଛାଡ଼ିଦେଉଥିଲେ ଆଜି ସେଠି ଘୋର ଅନ୍ଧକାରରେ ରାତ୍ରିଚର ପଶୁପକ୍ଷୀଙ୍କ ଉପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି..

News Fuse
ଇଲୋ ବୋଉ.. ଯେତେ ଉଠେଇଲେ ସରୁନି..

ହଜାରେ ବର୍ଷର ସହର କଟକ ସହର ଧବଳ ଟଗରର ସିନ୍ ଦେଖନ୍ତୁ..

jojana Ra Naa Hariloot
ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଠକେଇ କାହାଣୀ 

ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

jojana Ra Naa Hariloot
ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ : ୫ ମାସ ହେବ ରାସନ୍ ଦେଉନି ଡିଲର 

କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।

Odisha Doctors Threaten Strike From February 1
ଡାକ୍ତରଙ୍କ ଚେତାବନୀ- ଦାବି ପୂରଣ ନହେଲେ ଫେବୃଆରୀ ୧ରୁ ଆନ୍ଦୋଳନ !

ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର।  ପ୍ରେସ୍‌ମିଟ୍ ଜରିଆରେ ଓମ୍‌ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।

young crickter
ୟୁଟ୍ୟୁବ୍ ଦେଖି କ୍ରିକେଟର୍ ହେଲେ ଓଡ଼ିଆ ପୁଅ

ନିପଟ ମଫସଲ ଗାଁର ପୁଅ ସ୍ୱପ୍ନ ଦେଖିଲେ କ୍ରିକେଟର୍ ହେବେ.. ସତ କରିଦେଲା ୟୁଟ୍ୟୁବ୍..

Rich woman Ayesha married tire technician jisen
ପ୍ରଥମ ଦେଖାରେ ପ୍ରେମ; ଟାୟାର ମେକାନିକ୍‌ଙ୍କୁ ବାହାହେଲେ ଧନୀ ମହିଳା

ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।

mistry murder case
ବାପା! ପାଉଁଶ ତଳୁ ମୁଁ ମୋନାଲି କହୁଛି..

ସାବତ ମାଆ ବୋଲି ସିଏ ତ ପଚାରିଲେନି.. ହେଲେ ତୁମେ ବି ଅନ୍ଧ ପାଲଟିଗଲ.. ମୁଁ ବଞ୍ଚିଥିଲି.. କଣ କ୍ଷତି କରୁଥିଲି ତୁମମାନଙ୍କର ? ମୋତେ ମାରି ପୋଡ଼ିଦେଲ.. ମଶାଣି ଧୋଇଦେଲ,.

  • Wednesday, 11 January 2023
MKCG
ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଦୋକାନୀ.. ରୋଗୀ ଡାକୁଛନ୍ତି ଭାଇ ଟିକେ ଶୁଣ..

ଏମରଜେନ୍ସି ଡ୍ୟୁଟିରେ ବାବୁ ଅଛନ୍ତି.. ତଥାପି ନା ଚିନ୍ତା ନା ଫିକର.. ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଯେ, ଯେତେ ଡାକିଲେ ବି ବାବୁଙ୍କ ନିଦ ଭାଙ୍ଗୁନି..

News Fuse
ଗଳି ପଡ଼ିଗଲେ ସୁର ଭାଇ, କହିଲେ ରେଡି ରେଡି

ହଇରେ ନାରଣ.. ସୃଷ୍ଟିରେ ଇଏ ଜଣିଏ ଲୋକ ଯିଏ ପଡିଲେ କୁହନ୍ତି ରେଡି ରେଡି..

Rodent, cockroach menace in Puri Srimandir, devotees express discontent
ଶ୍ରୀଅଙ୍ଗକୁ ମୂଷା ଓ ଅସରପା ବିପଦ ! 

ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।

Dhabaleswar Temple Reopens For Devotees
ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିଛି। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।

Hockey
ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି !

ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।

Hawakhana
ରାଜା ଏଇଠି ପବନ ଖାଇବାକୁ ଆସୁଥିଲେ ...

ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।

 Hockey World Cup
କାଲି କଟକରେ ଅଧାଦିନ ସ୍କୁଲ ଛୁଟି : ବନ୍ଦ ରହିବ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ

Tunki WaterFall
ଟୁଙ୍କି ଦେଖିବାକୁ ପ୍ରବଳ ଭିଡ, ଏଠି ଶୀତର ମଜା ଅଲଗା

ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।

Man ends life
ଚାରି ଚାରି ଟା ଝିଅ ହେଲା ପରେ ଚିନ୍ତାରେ ଜୀବନ ହାରିଦେଲେ !

ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?

Krishi Bhawan
'ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ'

୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।

  • Tuesday, 10 January 2023
  • Salary
News Fuse
ଭାରି ଅଣଦେଖା କଲେ ତହସିଲଦାର...

ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।

 Rayagada
ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ରାୟଗଡ଼ା ଜିଲ୍ଲା: ହେଲେ ପ୍ରଶାସନକୁ ନାହିଁ ଅତିଥିଙ୍କ ସୁରକ୍ଷା ଚିନ୍ତା

ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।

Worlds first robot lawyer defending human in court
ବିପଦରେ ଓକିଲାତି ! ଏବେ କମ୍ ଟଙ୍କାରେ ମାମଲା ଲଢ଼ିବ ରୋବଟ୍!

ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।

Elephant Death
ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।

Vigilance arrests Rayagada Asst Soil Conservation officer
ରାତି ଅଧରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ସରକାରୀ ବାବୁ, ଧରିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

brain toumor
କୁନି ପୁଅର କ୍ୟାନସର୍‌ କଥା ଶୁଣି ଡାକ୍ତରଙ୍କ ଆଖି ହୋଇଗଲା ଛଳଛଳ..

ମୋତେ କ୍ୟାନସର ହୋଇଛି। ଏ କଥା କେବେ ହେଲେ ମୋ ମମି ପାପାଙ୍କୁ କହିବେନି। ୬ ବର୍ଷ କୁନି ପୁଅର ଏ ପ୍ରକାର ଆକୁଳ ନିବେଦନ ଡାକ୍ତରଙ୍କ ଆଖିରେ ଭରି ଦେଲା ଲୁହ... ଆଉ ଶେଷରେ...

 corporator sweeps road
ୱାର୍ଡ ସାରା ବୁଲି ଅଳିଆ ସଫା କଲେ କର୍ପୋରେଟର୍

ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ୱାର୍ଡ ସାରା ଅଳିଆ ଗଦା ହେଲାଣି। ମହାନଗର ନିଗମ ଶୁଣୁନି। ତେଣୁ ବାଧ୍ୟ ହୋଇ ଜଣେ କର୍ପୋରେଟର ନିଜେ ସଫେଇ ପାଇଁ ବାହାରିଲେ। ହାତରେ ଝାଡୁ ଧରି ଅଳିଆ ଗାଡିରେ ଅଳିଆ ଉଠେଇ ନିଜ ୱାର୍ଡ ସଫା କଲେ…