ନିପଟ ମଫସଲ ଗାଁର ପୁଅ ସ୍ୱପ୍ନ ଦେଖିଲେ କ୍ରିକେଟର୍ ହେବେ.. ସତ କରିଦେଲା ୟୁଟ୍ୟୁବ୍..
Published: Pallipuspa Samal
Last updated: 11 January 2023, 02:22 PM IST
ଏହି ଫଟୋ ଦେଖି ଆପଣଙ୍କ ପାଟିରୁ ବି ଲାଳ ଗଡୁଛି ନାଁ.. ହଁ..ଇଏ ହେଉଛି ଚକୋଲେଟ୍ । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ । ମାର୍କେଟରୁ ଆପଣ ବିଭିନ୍ନ ପ୍ରକାରର ଚକୋଲେଟ୍ କିଣି ଖାଇଥିବେ । ହେଲେ କେବେ ଭାବିଛନ୍ତି ଏହା କିପରି ତିଆରି ହୁଏ, କିଭଳି ଏହା ଭିତରର ମିଠାଜ୍ ଆପଣଙ୍କ ମନକୁ ମିଠା କରିଦିଏ।