ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।
ଆଜିକାଲି ଝିଅମାନେ ପାଠସାଠ ପଢି କିଛି କରିବାର ସ୍ୱପ୍ନ ଦେଖୁଛନ୍ତି। ସେମାନେ କାହା ଉପରେ ନିର୍ଭର ହେବାକୁ ଚାହୁ ନାହାନ୍ତି। କିନ୍ତୁ ଏଠି ଏମିତି ଜଣେ ଝିଅ ଅଛନ୍ତି ଯିଏ ପାଠ ପଢି ମଧ୍ୟ ପ୍ରେମିକ ଉପରେ ନିର୍ଭରଶୀଳ। ଚଳିବା ପାଇଁ ତାଙ୍କ ଘରେ ରହୁଛନ୍ତି….
କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା।
ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ।
ଯୋଗ ଶରୀରକୁ ନମନୀୟ କରିଥାଏ। କିନ୍ତୁ ଏହା ଏତେ ନମନୀୟ ଯେ ଶରୀର ଏକ ରବର ପରି ବଙ୍କା ହୋଇପାରେ, ଏହା ହୁଏତ ଭାବି ନଥିବେ। ତାଙ୍କର ନମନୀୟ ଶରୀର ହେତୁ ଦୁନିଆରେ ପ୍ରସିଦ୍ଧ ଜୈରସ୍ କୋମ୍ବିଲାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ। ତାଙ୍କର ଅଜବ ପୋଜ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଘର ବାଡ଼ିରେ ହେଉଛି ମହୁ ଚାଷ।ଥରେ କାଠ ବାକ୍ସ ଆଣି ଘର ବାଡ଼ିରେ ଭିନ୍ନ ଭିନ୍ନ ସ୍ଥାନରେ ରଖିଦେଲେ ମାସକ ପରେ କାଠ ବାକ୍ସ ରୁ ବାହାରୁଛି ଚାରି ରୁ ପାଞ୍ଚ କିଲ ଓଜନର ମହୁ। ପାହାଡ଼ ପର୍ବତ ଘେରା ଉପାନ୍ତ ଆଦିବାସୀ ଇଲାକାରେ ଚାଷୀଙ୍କୁ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକା ରୋଜଗାର ଦେଖାଇଛି ମହୁଚାଷ…
ଯିଏ ଚା’ ପିଉ କି ନପିଉ...ଚା’ଦୋକାନୀର ରୋମାଣ୍ଟିକ ଗୀତ ଶୁଣିବାକୁ ସକାଳୁ ସକାଳୁ ଚା’ଦୋକାନ ସାମ୍ନାରେ ଗ୍ରାହକଙ୍କ ଖଚାଖଚ ଭିଡ। ଉଦିନ ନାରାୟଣଙ୍କଠୁ ଆରମ୍ଭ କରି କୁମାର ସାନୁ...ବଲିଉଡ୍ କଳାକାରଙ୍କର କରୁଛନ୍ତି ନକଲ...ଦେଖନ୍ତୁ ଭିଡିଓ…
ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ୧୪୪ ଧାରା ଲାଗିଛି। ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ ପ୍ରଶାସନ କହିଛି।
ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ।
ଗେଣ୍ଡାଳିଆଙ୍କ ସହ ଗାଁ ଲୋକଙ୍କ ସମ୍ପର୍କ ଜନ୍ମଜନ୍ମର । 10 ମାସର ରହଣି ମଧ୍ୟରେ ଘରର ପିଲାଭଳି ଗେଣ୍ଡାଳିଆଙ୍କ ଯତ୍ନ ନିଅନ୍ତି ଲୋକେ ।
ଭାଙ୍ଗିଯାଇଛି କି ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ? ହେଉଛି କି ନୀତିକାନ୍ତି ବାଧାପ୍ରାପ୍ତ? ନା ସେମିତି କିଛି ଘଟଣା ଘଟିନାହିଁ..
ଲଭ୍ ସେକ୍ସ୍ ଧୋକା। ଦୁହେଁ ଦୁହିଙ୍କୁଙ୍କୁ ଭଲ ପାଉଥିଲେ, ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ। ଗର୍ଭଧାରଣ ପରେ ଗର୍ଭ ନଷ୍ଟ ମଧ୍ୟ କଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ପାଦରେ ଆଡେଇ ଦେଇଗଲେ ପ୍ରେମିକ….
ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।
ଭାରତ ହ୍ୟାଣ୍ଡବଲ ଫେଡରେସନ ପକ୍ଷରୁ ଦେଶ ପାଇଁ ପ୍ରତିନିଧିତ୍ୱ କରି ଦିନେ ଓଡ଼ିଶା କ୍ରୀଡା ଜଗତରେ ଯୋଡ଼ିଥିଲେ ନୂଆ ଅଧ୍ୟାୟ। ସବୁ ପ୍ରତିକୂଳ ସ୍ଥିତିକୁ ଆଡ଼େଇ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ପୁରୀ ତଥା ଶ୍ରୀକ୍ଷେତ୍ର ମାଟିର ସନ୍ତାନ ଆକାଶ ପଟ୍ଟନାୟକ। ଏବେ ସେ ସୁଯୋଗଠୁ କାହିଁ କେତେ ଦୂରରେ...
ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ । ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବ । ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ବିଭିନ୍ନ ମହଲରେ ଚର୍ଚ୍ଚା।
ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ
ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି।
ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ।
ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।
ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।
5T ସ୍କୁଲ୍ ଶୌଚାଳୟରେ ଶୌଚ ହୋଇପାରିଲେ ହେଲା। ଉପର ଚିକ୍କଣ ଭିତର ଖାଲି...
ପାର୍କ ଭିତରେ ପ୍ରଦୀପ ମହାରଥୀଙ୍କ ବିରାଟ ପ୍ରତିମୂର୍ତ୍ତି..ହେଲେ ଲତା ବୁଦା ଏମିତି ମାଡିଗଲାଣି ଯେ ତମ୍ପ, ବୋଡା, ନାଗ ଏଇଠି ଘର କଲେଣି.. ଏପରିକି ଚଢେଇ ମହାରଥୀଙ୍କ ପ୍ରତିମୂର୍ତ୍ତି ଉପରେ ମଳ ତ୍ୟାଗ କରୁଛନ୍ତି..ଖୋଦ ରୁଦ୍ର ମହାରଥୀ ଏଇ ପାର୍କର ଉଦଘାଟନ କରିଥିଲେ.
ହକି ବିଶ୍ୱକପ୍ କଭରେଜ୍ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...