ମୋତେ କ୍ୟାନସର ହୋଇଛି। ଏ କଥା କେବେ ହେଲେ ମୋ ମମି ପାପାଙ୍କୁ କହିବେନି। ୬ ବର୍ଷ କୁନି ପୁଅର ଏ ପ୍ରକାର ଆକୁଳ ନିବେଦନ ଡାକ୍ତରଙ୍କ ଆଖିରେ ଭରି ଦେଲା ଲୁହ... ଆଉ ଶେଷରେ...
Published: Pallipuspa Samal
Last updated: 09 January 2023, 02:30 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।