ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।
ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।
ଶୁଖିଲା ପଡ଼ିଛି ଚନ୍ଦନ ପୋଖରୀ, ୧୨ ବର୍ଷ ହେଲା ବନ୍ଦ କୋରାପୁଟ ନନ୍ଦପୁର ଜଗନ୍ନାଥ ମନ୍ଦିରର ଚନ୍ଦନ ଯାତ୍ରା
ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି ହୋଇଛି। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ।
ମେଧାବୀ ଛାତ୍ରଙ୍କ ପାଠପଢାରେ ଅର୍ଥ ସାଜିଛି ବାଧକ, ୟୁଟୁବ୍ ଦେଖି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଢୁଛନ୍ତି ପାଠ
ହୃଦୟ ଜିତିଲେ ଯୁବ ସମାଜସେବୀ, କନ୍ୟାଶ୍ରମର ଝିଅକୁ ବାଛିଲେ ଜୀବନ ସାଥୀ
ଜୁଆଖେଳକୁ ବିରୋଧ କରିବାକୁ ବାସନ୍ଦାଦେଶ ଭୋଗିଲେ ୨୫ ପରିବାର, ନ୍ୟାୟ ପାଇଁ ତହସିଲଦାରଙ୍କୁ ଗୁହାରୀ
ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ। ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପରେ ପ୍ରଶାସନ ଚେତିଛି।
ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।
କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ?
ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।
ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି।
‘ସକାଳୁ ସକାଳୁ ଖରା ତାତି.. ବିଲକୁ ଯାଇ ଚାଷ କରିବା ଅସହ୍ୟ ହୋଇଯାଉଛି.. ବାହାରେ ନିଆଁ ବର୍ଷା.. ଘରେ ପାଓ୍ୱାର୍ କଟ୍’
ବିନା କୌଣସି ତାଲିମରେ ଆଖି ଲାଖିଗଲା ଭଳି କାରୁକାର୍ଯ୍ୟ.. ଯାହା ଶାଢିର ଚାହିଦା ବଢାଇଦେଲା..
ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ
ଦୁଇ ଦିନ ଧରି ଖାଡ଼ା ଉପବାସରେ ରହିଛନ୍ତି ନୟାଗଡ଼ କଣ୍ଟିଲୋ ନୀଳମାଧବ ।
ଧାନ ଚାଷ କରୁଥିଲେ ହେଲେ ସେମିତି କିଛି ଆୟ ନଥିଲା । ଶେଷରେ ବିଦେଶୀ ଆମ୍ବ ଓ ରକମ ରକମର ଫଳ ଚାଷ କରି ବେଶ୍ ସଫଳ ହୋଇଛନ୍ତି ପଦ୍ମପୁର ପାଇକମାଳ ନିଲାଥର ଗାଁର ଫଳ ଚାଷୀ ଚନ୍ଦ୍ରବାବୁ ସତ୍ୟନାରାୟଣ....
ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..
କଥା ଦେଇ କଥା ରଖିଲେ ସରପଞ୍ଚ ବାବୁ.. ୩ ଗାଁର ଘରେ ଘରେ ପହଞ୍ଚିଲା ଚାଉଳ.. ବୁଢା ବୁଢୀ, ଅକ୍ଷମଙ୍କ ପାଇଁ ନିଜେ ଚାଉଳ ବୋହି ଘରେ ଦେଇଆସୁଛନ୍ତି.. ଲୋକେ କହୁଛନ୍ତି ସରପଞ୍ଚ ହେବ ତ ଏମିତି..
ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ।
ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ସେଇଟା କଣ ଟ୍ରଙ୍କ୍? ଆଲୋ ଆଲୋ... ମଉସା ଟଣା ପାଟି, ଇଏ ନାଲିପାଣି ପାଟି । ମୋ ବୋଉଲୋ... ପଳେଇ ଚାଲ୍ରେ ନାରଣ । ନିଶା ହୋଇଯିବରେ
ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।
ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।