ଜୀବନ ଡଙ୍ଗାକୁ ପାର କରିବାକୁ ସ୍ତ୍ରୀର ମହତ୍ୱ କେତେ ଯେ ରହିଛି.. ଆଜି ମହାଦେବ ଆହୁରି ଭଲରେ ବୁଝିପାରୁଛନ୍ତି.. ଯେତେବେଳେ ତିନି ତିନିଟି ଛୁଆର ମାଆ ସାଜି ତାଙ୍କୁ ପାଳନ କରିବାକୁ ପଡ଼ୁଛି, ଆଉ ବାପା ସାଜି ଭୋକିଲା ପେଟକୁ ଦାନା ଯୋଗାଡ଼ିବାକୁ ପଡ଼ୁଛି..
Published By: Pallipuspa Samal
Last updated: 30 May 2023, 10:50 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।