ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର
ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ପୁଅ । ସବୁ ଦେଖିଥିଲା ପୁଅ...ପୋଲିସକୁ ଫୋନ୍ କଲା, ସବୁ ସତ ଓଗାଳି ଦେଲା । ଏବେ କୋର୍ଟରେ ଜଜ୍ଙ୍କ ସାମ୍ନାରେ ସାକ୍ଷୀ ଦେବା ପରେ ୧୦ ବର୍ଷ ହେଲା ଦଣ୍ଡାଦେଶ
ରାସ୍ତା କଡରେ ନୁହେଁ ବରଂ ଅଡି କାର୍ରେ...ବୁଲିବୁଲି ବିକୁଛନ୍ତି ଚା’...ଟେଷ୍ଟ ଏତେ ଯେ ପିଇବା ପରେ ଜାଣିବେ
ସାଇକେଲ୍ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ
ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।
ପଙ୍କରୁ ପଦ୍ମ, ବସ୍ତିର ବର୍ଷା । ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ଚମକିଛନ୍ତି । ରାଜଧାନୀରେ ତାଙ୍କ ନାଁ ଏବେ ଚର୍ଚ୍ଚାରେ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬୦୦ରୁ ୫୬୪ ନମ୍ୱର ରଖି ବିଜେବି କଲେଜ ଟପ୍ପର ହୋଇଛନ୍ତି ।
ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।
ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...
ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ
ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।
କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ
ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।
ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।
ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
୨୪ ବିଧାୟକ ହେବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ପାଇଁ...ମୋ ବୋଉଲୋ...ନେତାଙ୍କ ମୁହଁରେ କାନ୍ଦ ଦେଖିଲେ ଏବେ ଲାଭ କଣ? ମନ୍ତ୍ରୀ ପରେ...
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ନିଆରା ସରପଂଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍ ସହ ଦୁଇହଳ ପୋଷାକ
ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ବି ଆନନ୍ଦିତ କରିଛି। ତେବେ କଣ ସେ ସାତ୍ତ୍ବିକ ପାଟ ? କାହିଁକି ଏଭଳି ନାମକରଣ ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ସଂପର୍କରେ ବିସ୍ତୃତ ଭାବେ ବୁଝାଇଛନ୍ତି ବୁଣାକାର ଓ ରେଶମ ଶିଳ୍ପ ବିଭାଗ ଅଧିକାରୀ...
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।
ଉଦବେଗ ବଢ଼ାଇଛି କଟକ ସହରରେ ଉନ୍ନୟନ ନାଁରେ ବେପରୱା ନିର୍ମାଣ କାମ। ଦୁଇ ଦିନରେ ଦୁଇ ଦୁଇଟି ଜୀବନ ଯିବା ପରେ ଚରମରେ ଲୋକଙ୍କ ଅସନ୍ତୋଷ । ପ୍ରଶାସନ ବିରୋଧରେ ଲୋକଙ୍କ ଆକ୍ରୋଶର । ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ପ୍ଲସ-ଟୁ ଛାତ୍ରୀ ଏନ୍. ମୋହିନିଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଆଜି ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ।
ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ବି ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି।