ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।
ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?
ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର..
ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ
କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା।
ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍ ।
ନାମଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିଶାତ୍ ।
କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।
ଟ୍ୟୁସନ କରି ପାଠ ପଢିଲେ କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।
ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।
ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।
ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଜଳେଶ୍ୱର ନିକଟ ରାଇବଣିଆ ଗଡ଼ ଦୁର୍ଗ । ଏହି ଦୁର୍ଗ ଦିନେ ବାହ୍ୟ ଶତ୍ରୁ କବଳରୁ ରକ୍ଷା ଦେଉଥିଲା । ଏବେ କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟି ଗଲାଣି....
ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼ ବଣାଇ ଧରଣୀଧରପାଲିର ମଙ୍ଗୁଳିକୁ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି...
ଆଉ କେତେ ବିଫଳତାର ଉଦାହରଣ ଦେଖିଲେ ଚେତିବେ ସରକାର? ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣେ ଟୋପେ ତ ମିଳୁନି, ଏଠି କେବଳ ଲୋକେ ଯାହା ହନ୍ତସନ୍ତ ହେବା କଥା । ଆଜି ବି ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ତେଲକୋଇ ତାଳପଦା ଗାଁର ଲୋକେ
ଅସହ୍ୟ ହେଲା ଗରମ ଓ ଗୁଳୁଗୁଳି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ 5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମହିଳାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଏବେ ସମସ୍ତ ୫ ଜଣ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଉରକେଲାରେ ଧିମା ଗତିରେ ଚାଲିଛି ନବୀନ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବେ ତାର କଣ୍ଟ ତ ପୁରିଲାଣି ତଥାପି ବ୍ରିଜ୍ କାମ ସରୁନି । କେବେ ସରିବ ତାହା ବି ଅଧିକାରୀଙ୍କୁ ଜଣାନାହିଁ । ସେପଟେ କୋଏଲ ବ୍ରିଜ୍ କୁ ନେଇ ଆଶା ବାନ୍ଧି ବସିଛନ୍ତି ରାଉରକେଲା ଓ ଆଖପାଖ ଅଞ୍ଚଳର ଲୋକ । ନିର୍ବାଚନ ବୈତରଣୀ ପାର୍ ହେବାକୁ ହୁଏତ କାମ ଧିମା ହେଉଥିବା ଆଶଙ୍କା କରୁଛନ୍ତି ଲୋକେ.....
ସମସ୍ତ ୫ ଜଣ ଅସୁସ୍ଥଙ୍କୁ ଏବେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ହଇରେ ନାରଣ ! ଇଏ ସବୁ କଣ ଦେଖିବାକୁ ମିଳୁଛିରେ? ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ,ସୁଜିରୁ ବାହାରୁଛି ପ୍ରବଳ ପୋକ ଆଉ ଜୋକ...
ଆଜବେଷ୍ଟସ୍ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?
ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି । ଦିନକୁ ଦୁଇ ଓଳି ସ୍ୱାମୀ-ସ୍ତ୍ରୀ କୁକୁଡାଙ୍କୁ ଦାନା ପାଣି ଦେଇଥାନ୍ତି । ଏବେ ମାସକୁ ରୋଜଗାର ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।
ପାୱାର କଟ୍କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।
ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସ ଯାଇନି ଆଜି ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି । ସାମାନ୍ୟ ବର୍ଷା ପବନରେ ଏମିତି ହୋଇଥିବା କୁହାଯାଉଥିବା ବେଳେ ନିମ୍ନମାନର କାମ ହୋଇଥିବା ବି ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହିଛି, ଘଟଣାର ତଦନ୍ତ ହେବ ।
କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ। ଆଜି ଆମେ ଗଞ୍ଜାମ ଖଲ୍ଲିକୋଟ ଏବଂ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଦୁର୍ଦ୍ଦଶାର କାହାଣୀ କହୁଛୁ। ଯେଉଁଠି ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାରୀ ଉଦାସୀନତା ଜଳ ଜଳ ବାରି ହେଉଛି
ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।