• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Infrastructure
୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି, କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।

Crocodile Attack
ମାଆ ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଏହି ଅଭାବନୀୟ ଘଟଣା ସମଗ୍ର ଅଂଚଳରେ ଶୋକ ଖେଳାଇ ଦେଇଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ ।

Irregularities In Mandis
ଧାନ ଉଠାଇବାକୁ ରାସ୍ତା ଉପରେ ଚାଷୀଙ୍କ ନାରାବାଜି

ମୌସୁମୀ ବର୍ଷା ଆସୁଛି, ଏଣେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ରବି ଧାନ ପଡ଼ିଛି।

Infrastructure
କେବେ ସଜଡା ସରିବ ବିଦ୍ୟୁତ ଭିତ୍ତିଭୂମି ?

ରାଜ୍ୟର କୋଣ ଅନୁକୋଣରେ ବିଦ୍ୟୁତ ଭିତ୍ତିଭୂମିର ବିକଳ ଚିତ୍ର। କେଉଁଠି ମାଟି କାମୁଡ଼ିଛି ବିଦ୍ୟୁତ ଖୁଣ୍ଟ, ତ ଆଉ କେଉଁଠି ଅପେକ୍ଷା କରିଛି ମାତ୍ର ଦଲକାଏ ପବନକୁ।

Crocodile Attack
ପହିଲି ରଜରେ ବଡ଼ ଅଘଟଣ : ଗାଧୁଆ ତୁଠରୁ ନାବାଳକକୁ ଟାଣିନେଇ ଖାଇଦେଲା କୁମ୍ଭୀର

ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।

Irregularities In Mandis
ରବି ଋତୁରେ ବି ମଣ୍ଡି ଯନ୍ତ୍ରଣା; ମାର୍କେଟ୍ ୟାର୍ଡରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ରାସ୍ତା ଉପରେ ଚାଷୀଙ୍କ ନାରାବାଜି, ତେଣେ ମଣ୍ଡିରେ ପଡ଼ିଛି ହଜାର ହଜାର କୁଇଣ୍ଟାଲ ରବି ଧାନ । ଆଖି ଯୁଆଡ଼େ ବୁଲାଇଲେ ପାଲ ଘୋଡ଼ା ହୋଇ ଧାନ ପଡିଛି ।

bride rejects marriage after demand for mutton curry
ମଟନ ପାଇଁ ଭାଙ୍ଗିଗଲା ବାହାଘର, ଏକଥାକୁ ମିଛ କହିଲେ ବରପକ୍ଷ

ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର

Sambalpur bride
ଅଧ ରାତିରେ ମଟନ୍‌ ଖାଇବାକୁ ଜିଦି କଲେ ବରଯାତ୍ରୀ : ବାହା ହେବାକୁ ମନା କରିଦେଲା କନିଆଁ

ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା, ବାଟବରଣୀ ବି ହୋଇଥିଲା । ଏହାପରେ ଭୋଜି ଖାଇବାକୁ ପହଞ୍ଚିଥିଲେ ବରଯାତ୍ରୀ ।

Project
ଡେଡ୍‌ଲାଇନ୍‌ ପୂର୍ବରୁ କାମ ସରୁନଥିବାରୁ ଠିକା ସଂସ୍ଥାକୁ ୪ କୋଟିର ଜରିମାନା

ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ।

  • Wednesday, 14 June 2023
Marriage Issue
ଅଧ ରାତିରେ ମଟନ୍‌ ଖାଇବାକୁ ଜିଦି କଲେ ବରଯାତ୍ରୀ : ବାହା ହେବାକୁ ମନା କରିଦେଲା କନିଆଁ

ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା, ବାଟବରଣୀ ବି ହୋଇଥିଲା । ଏହାପରେ ଭୋଜି ଖାଇବାକୁ ପହଞ୍ଚିଥିଲେ ବରଯାତ୍ରୀ ।

  • Wednesday, 14 June 2023
LPG Cylinder Leak
ରୋଷେଇ ଘରେ ହେଉଛି କି ଗ୍ୟାସ୍‌ ଲିକ୍‌ ? ଆପଣାନ୍ତୁ ଏହି ୪ ଉପାୟ

ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ ।

Electricity issue
ଭୋକର ହରତଳ ଆଗରେ ମୁଣ୍ଡ ନୁଆଇଁଲା ବିଦ୍ୟୁତ ବିଭାଗ

ପୁରୀ ଜିଲ୍ଲା ପିପିଲିରେ ଦଲକାଏ ପବନରେ ଘଂଟା ଘଂଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ ।

  • Wednesday, 14 June 2023
Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

  • Wednesday, 14 June 2023
AbbasYojanaFai
ଅସହାୟଙ୍କୁ ଆବାସ ନିଅଣ୍ଟ, ପାଲ ତଳେ ବିତୁଛି ଜୀବନ

କିଏ କୁଡ଼ିଆ କରିଛି ତ ଆଉ କିଏ ଜରିପାଲକୁ ଆଶ୍ରା କରି ସେଥିରେ ମୁଣ୍ଡ ଗୁଞ୍ଜୁଛି । ବ୍ୟବସ୍ଥା ସତେ ଯେମିତି ଏହି ଅସହାୟଙ୍କୁ ଉପହାସ କରୁଛି । କେବେ ଏମାନଙ୍କ ଦୁଃଖ ଲାଘବ ହେବ ତାକୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି....

Divyang seeks financial assistance for higher education in Odisha’s Koraput
କୋରାପୁଟ ସୁନାବେଡ଼ାର ଦିବ୍ୟାଙ୍ଗ ଶେଖର ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ ମାଗୁଛି

ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ ଆଉ ଲୁହ ଜକେଇ ଆସିବ ।

Lift Irrigation project Issue
ପ୍ରକଳ୍ପ ତ ହୋଇଗଲା କିନ୍ତୁ ବର୍ଷ କେତେଟା ଯାଇନି ତାହା ଏବେ ଦିଗହରା

ମରାମତି ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାରେ ଦହଗଞ୍ଚ ହେଉଛନ୍ତି ।

  • Wednesday, 14 June 2023
  • Udala
Cinema hall in Odisha’s Baripada stare at uncertain future
ଓଡ଼ିଆ ଫିଲ୍ମ ଓ ସିନେମା ହଲ୍ ର ଅବସ୍ଥା ଶୋଚନୀୟ, ସେ ସବୁ ଏବେ ଭୂତ କୋଠି ପାଲଟିଛି

ଦିନେ ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଥିଲା । ସିନେମା ହଲରେ ବି ଖଚାଖଚ ଭିଡ଼ ଲାଗୁଥିଲା । ଏବେ ଆଉ ସେ ସମୟ ନାହିଁ ।

Loosely hanging electric wires pose threat in Chandbali
ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

TribalHostel
ହଷ୍ଟେଲ କୋଠା ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ, ୧୩ ବର୍ଷ ହେଲା ସରୁନି କାମ

୧୩ ବର୍ଷ ହେଲାଣି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ସରୁଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ପିଲାଙ୍କ କାମରେ ଆସୁନି ବୋଲି ଅଭିଯୋଗ ହୋଇଛି ।

  • Wednesday, 14 June 2023
  • Mohana
Power cut
କିଲିବିଲି କରୁଛି ଅଘୋଷିତ ପାୱାରକଟ୍, କେଉଁଠି ରାସ୍ତାରୋକ ତ କେଉଁଠି ଅନଶନରେ ଉପଭୋକ୍ତା

ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।

Sikharchandi hills
ସରକାରଙ୍କୁ ଏନଜିଟି ଛାଟ, ବନ୍ଦ ହେଲା ଶିଖରଚଣ୍ଡୀ ପାହାଡ଼ରେ ପ୍ରଶାସନର ଦମନଲୀଳା

ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?

tragic story
ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ କାହାଣୀ...କଥା କହିପାରନ୍ତିନି ସିନା ମନ ଭିତରେ ଅଛି ଅସୁମାରୀ ସ୍ୱପ୍ନ

ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର..

Amar Patnaik
ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ

ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡ଼ିତ

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

Odisha Govt Hikes DA By 4% Of Govt Employees
ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି- ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା।

  • Tuesday, 13 June 2023