ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।
ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ ଯୁଆଡ଼େ ଚାହିଁବ, ଖାଲି ଡ୍ରାଇଭର ଆଉ ଡ୍ରାଇଭର। ଆଜି ଦ୍ବିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ।