ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।
୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?
ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।
ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।
କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।
ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।
ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।
ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।
ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।
ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇଥାନ୍ତି ।
ଜନ୍ କେମ୍ ନିଜ ଟ୍ୱିଟ୍ରେ ଯୋଗୀ ଆଦିତ୍ୟନାଥଙ୍କ ବୁଲ୍ଡୋଜର ଟ୍ରିଟ୍ମେଣ୍ଟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଦଙ୍ଗା ଭିଆଉଥିବା ଲୋକଙ୍କୁ ବା ଦଙ୍ଗା ରୋକିବାକୁ, ବୁଲ୍ଡୋଜର ଟ୍ରିଟ୍ମେଣ୍ଟଠାରୁ ଭଲ ଚିକିତ୍ସା ଆଉ କିଛି ହୋଇନପାରେ ।
ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିବା ପରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏଥିରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।
ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍କୁ ଆକାଶରେ ଉଡ଼ିବା ନେଇ ଅନୁମତି ମିଳିଛି । ସରକାରଙ୍କ ପକ୍ଷରୁ ଉଡ଼ାଣ ପାଇଁ ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍କୁ ଆଇନଗତ ଅନୁମୋଦନ ଦିଆଯାଇଛି ।
ଏହି ଶିକ୍ଷୟିତ୍ରୀଙ୍କୁ ସବୁଠାରୁ ଖରାପ କର୍ମଚାରୀ କହି ଚାକିରିରୁ ବିଦା କରାଯାଇଛି ।
ନୱାଜଙ୍କ ଘର୍-ୱାପସି ଲାଗି ଶେହବାଜଙ୍କ କସରତ !
ଇଏ ଡାକ୍ତର ନୁହେଁ ଯମ । ଗୋଡରେ ଲଗାଇଦେଲେ କଟା ହାତ...ସତ ଜାଣିବା ପରେ ପୁଣି ଥରେ ଗୋଡରୁ ହାତ କାଟି କଲେ ଅପରେସନ୍ । ଯିଏ ଶୁଣୁଛି, ସିଏ ସମାଲୋଚନା କରୁଛି
ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।
ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ମୋଦିଙ୍କ ୨ ଦିନିଆ ଇଜିପ୍ଟ ଗସ୍ତରେ ମୁଖ୍ୟ ଆକର୍ଷଣ ରହିଥିଲା ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।
ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ।
ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଛି।...
ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା । ଖବରକାଗଜରେ ଲିଡ୍ ଷ୍ଟୋରୀର ହେଡ୍ଲାଇନ୍ ପାଲଟିଛନ୍ତି ମୋଦି ।
OSINT ଡିଫେଣ୍ଡର, ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି । ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି ।
ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥି ତଥା ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।
୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।