• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Deadly Fire
ହଷ୍ଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ :୨୦ ଛାତ୍ରୀ ଜୀବନ୍ତ ଦଗ୍ଧ

ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ

PM MODI
ବିଶ୍ୱରେ ମୋଦିଙ୍କ ଦବଦବା : ପାପୁଆ ନ୍ୟୁଗିନି ଓ ଫିଜି ଦେଶ ପକ୍ଷରୁ ଦିଆଗଲା ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବରୁ ଏପରି ସମ୍ମାନ ଅନେକ ମିଳିସାରିଛି । ଏବେ ଏହି ତାଲିକା ବଢ଼ି ବଢ଼ି ଚାଲିଛି ।

Stampede at El Salvador stadium
ମ୍ୟାଚ୍‌ ଚାଲିଥିବା ବେଳେ ଷ୍ଟାଡିୟମ୍‌ରେ ଦଳାଚକଟା : ୧୨ ଜଣ ମୃତ,ଅନେକ ଗୁରୁତର

ଷ୍ଟାଡିୟମର ଏକ ପ୍ରବେଶ ଦ୍ୱାରରେ ଉଭୟ ଟିମ୍‌ର ପ୍ରଶଂସକ ମୁହାଁମୁହିଁ ହେବା ପରେ ଦଳାଚକଟା ଆରମ୍ଭ ହୋଇଥିଲା

woman forget two children in car for 15 hours
କାର୍‌ ଭିତରେ ୨ ଛୁଆଙ୍କୁ ଛାଡ଼ି ପଳାଇଲା ମା’, ୧୫ ଘଣ୍ଟା ପରେ ନିଦ ଭାଙ୍ଗିଲା ବେଳକୁ...

ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍‌ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ।

  • Monday, 22 May 2023
PM Modi
ମୋଦିଙ୍କ ପାଦ ଧରିପକାଇଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି ।

US President Biden asks for PM Modi’s autograph
ମୋଦିଙ୍କ ଲୋକପ୍ରିୟତା ଦେଖି ମନ୍ତ୍ରମୁଗ୍ଧ ବାଇଡେନ୍‌ ! ସମସ୍ତଙ୍କ ସାମ୍ନାରେ ମାଗିଲେ ଅଟୋଗ୍ରାଫ୍‌

ମୋଦିଙ୍କୁ ଅଟୋଗ୍ରାଫ୍‌ ମାଗିଲେ ବାଇଡେନ୍‌ । କହିଲେ, ଆମେରିକାରେ ଆପଣ ଖୁବ୍‌ ଲୋକପ୍ରିୟ ।

Mexico Gun Shooting
କାର୍‌ ରେସିଂ ସମୟରେ ଆଖିବୁଜା ଗୁଳିମାଡ଼, ୧୦ ପ୍ରତିଯୋଗୀ ମୃତ

ଏହି ଗୁଳିକାଣ୍ଡରେ ଆଉ ୯ ଜଣ ଆହତ ମଧ୍ୟ ହୋଇଛନ୍ତି ।

Barack Obama
ବାରାକ୍‌ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ରୁଷିଆ ମନା

ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।

Meta to fire 6,000 more employees next week.
ମେଟା ପୁଣି କରିବ ବଡ଼ ଛଟେଇ: ବାହାରିବେ ୬ ହଜାର କର୍ମଚାରୀ

କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।

IBM employee
କାମ ନକରି ୧୫ ବର୍ଷ ଧରି ଦରମା ନେଉଥିଲେ କର୍ମଚାରୀ, ଇନକ୍ରିମେଣ୍ଟ୍‌ ନହେବାରୁ କମ୍ପାନୀ ନାଁରେ ଠୁଙ୍କିଲେ କେସ୍‌

କାମ ନକରି କମ୍ପାନୀ ଠାରୁ ଦରମା ଦାବି କରିଛନ୍ତି କର୍ମଚାରୀ । ଏବେ ଇନକ୍ରିମେଣ୍ଟ୍‌ ନହେବାରୁ ମାମଲା ଦାଏର୍‌ କରିଛନ୍ତି ।

Personal House Maid
ଚାକରାଣୀ ପାଇଁ ରଖିଛନ୍ତି ମୋଟା ଅଙ୍କର ଦରମା, ତଥାପି ମିଳୁନାହାନ୍ତି ! କାରଣ କ’ଣ..?

ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

  • Thursday, 18 May 2023
Amazon Jungle
ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ୪ କୁନି ଛୁଆ ଆମାଜନରୁ ଜୀବନ୍ତ ଉଦ୍ଧାର !

କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

Imran Khan May Be Arrest Again
ପୁଣି ଇମ୍ରାନଙ୍କ ଗିରଫ ଆଶଙ୍କା, ଘର ଚାରିପଟେ ଘେରି ରହିଛନ୍ତି ପୋଲିସ

ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।

Chinese longliner
ଭାରତ ମହାସାଗରରେ ବୁଡିଗଲା ଚୀନର ମାଛଧରା ଡଙ୍ଗା; ୩୯ ନିଖୋଜ

ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।

Cyclone Mocha
ମିଆଁମାର ଦେଖିଲା ପ୍ରକୃତିର ତାଣ୍ଡବ, ନିମିଷକେ କରିଦେଲା ଛାରଖାର

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା। ଆଉ ପ୍ରକୃତିର ତାଣ୍ଡବ ଦେଖିବା ପରେ ଏବେ ଅଣ୍ଟା ସଳଖୁଛନ୍ତି ବାତ୍ୟା ପ୍ରପୀଡିତ

  • Monday, 15 May 2023
Drugs Seized In Indian Ocean Worth ₹ 25,000 Crore
NCBକୁ ସବୁଠୁ ବଡ଼ ସଫଳତା ! ସମୁଦ୍ର ମଝିରେ ଚାଲିଥିଲା ଡ୍ରଗ୍ସ କାରବାର, ଧରିଲା ନୌସେନା...

୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍‌ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍‌ର ଓଜନ ଏକ କିଲୋ ।

26 killed as truck-trailer and van crash
ଭୟଙ୍କର ଦୁର୍ଘଟଣା; ୨୬ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍‌ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।

Woman Allegedly Murdered Husband And Threw A Grand Party
ସ୍ୱାମୀଙ୍କୁ ହତ୍ୟା କଲେ, ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍‌ ପାର୍ଟି ଦେଲେ...

ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍‌ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଘରେ ପାର୍ଟି ଦେଇଥିଲେ। 

pakistan
ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ

YouTuber Crashed Plane
ଭିୟୁଜ୍‌ ପାଇବା ପାଇଁ ଏ କି ପାଗଳାମୀ, ନିଜ ବିମାନକୁ ଜାଣିଶୁଣି କ୍ରାସ୍ କରାଇଲେ ୟୁଟ୍ୟୁବର

କିଛି ଭିଉଜ୍‌ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।

Linda Yaccarino
ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

Who Is Linda Yaccarino? Executive Who May Replace Elon Musk As Twitter CEO
ଟ୍ୱିଟରର ନୂଆ CEO ହେବାକୁ ଯାଉଥିବା ଲିଣ୍ଡାଙ୍କ କ’ଣ ରହିଛି ପରିଚୟ ? ଜାଣନ୍ତୁ...

ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

Beautiful Lady Body Builder
ବଡି ବିଲ୍ଡିଂ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଏହି ମଡେଲ

ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍‌ ନୁହେଁ ।

Former Pak PM Imran Khan Released From Jail
ଜେଲ୍‌ରୁ ମୁକୁଳିଲେ ଇମ୍ରାନ ଖାନ୍‌

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

Elon Musk found new Twitter CEO
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।