Advertisment

ବାଂଲାଦେଶରେ ସରିଯାଇଛି ହାସିନା ଯୁଗ !

ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।

author-image
Satyendu Shekher Mishra

ବାଂଲାଦେଶରେ ସରିଯାଇଛି ହାସିନା ଯୁଗ ! ସତ୍ତା ପଲଟ୍ ପରେ ସେନା ହାତରେ କ୍ଷମତା । ଖାଲି ପିଏମ୍ ପଦ ନୁହେଁ, ଦେଶ ବି ଛାଡ଼ିଦେଲେ ଶେଖ୍ ହାସିନା । ଅତି ଗୁପ୍ତ ଭାବେ ଦେଶ ଛାଡ଼ିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ହଜାର ହଜାର ଆନ୍ଦୋଳନକାରୀ ପିଏମ୍ ପ୍ୟାଲେସ 'ବଙ୍ଗଭବନ' ଆଡ଼କୁ ମାଡ଼ି ଆସିବା ପରେ, ଢାକାରେ ନିଜକୁ ଅସୁରକ୍ଷିତ ମନେ କରି ସେ ଦେଶ ଛାଡ଼ିଛନ୍ତି। ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।

Advertisment
Advertisment
Advertisment