ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍ ସରକାରଙ୍କ ଉଦ୍ଦେଶ୍ୟରେ ସାରା ବିଶ୍ୱର ନେତାମାନେ ଅପିଲ କରୁଛନ୍ତି । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ରାଷ୍ଟ୍ରପତିଙ୍କ ମନ ନାହିଁ । ଶ
ଋଷ ସୈନ୍ୟଙ୍କୁ ଟିକିଏ ବି ଖାତିର କଲେନି। ନାଲିଆଖି ଦେଖାଇ ଘରୁ ବାହାରିଯିବାକୁ କହିଲେ...ବଡ଼ ବନ୍ଧୁକର ଗୁଳିକୁ ବି ନଥିଲା ଡର, ପୋଷା କୁକୁର...
ଘର ପରିସରରେ ସୈନ୍ୟଙ୍କୁ ଦେଖି ରାଗ ତମତମ ହୋଇଯାଇଥିଲେ ବୃଦ୍ଧ ଦମ୍ପତି । ଗୁଳିଗୋଳା ଭୟରେ ଘର ଭିତରେ ନଲୁଚି ବାହାରକୁ ଆସି ଉଚିତ୍ ଜବାବ ଦେଇଛନ୍ତି ।
ପୂର୍ବରୁ କେବେ ଏବଂ କେଉଁ ଦେଶ ଏହି ଜୈବିକ ଅସ୍ତ୍ରର ବ୍ୟବହାର କରିଛନ୍ତି ?
ୟୁକ୍ରେନ୍, ଆମେରିକା ସମର୍ଥନରେ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଏବଂ ୟୁକ୍ରେନରେ ଜୈବାସ୍ତ୍ର ଗବେଷଣା ପାଇଁ ପରୀକ୍ଷାଗାର ରହିଥିବା ରୁଷ୍ ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷରେ ଆମେରିକା ଏହାକୁ ଖଣ୍ଡନ କରିବା ସହ ପାଲଟା ଆରୋପ ଲଗାଇଥିଲା
ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ।
ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର। କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି।
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ...କହିଲେ, ସାମାନ୍ୟତମ ଇସାରା ମିଳିବା ପରେ ତତ୍କ୍ଷଣାତ୍ ୟୁକ୍ରେନ ଉପରେ...
ୟୁକ୍ରେନ ଉପରେ ଏହି ଭୟଙ୍କର ବୋମା ପକାଇଲା ଋଷିଆ। ହେଲେ ଫୁଟିବା ପୂର୍ବରୁ ପାଣି ଢାଳି ଲିଭାଇ ଦେଲେ ୟୁକ୍ରେନବାସୀ...ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ଏହି ଭାଇରାଲ ଭିଡ଼ିଓ
ଖାର୍କିଭ୍, ଖେରସନ୍, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍ରେ କ୍ୟାପିଟାଲ୍ ସିଟି କିଭ୍ ।
ଖାର୍କିଭ୍, ଖେରସନ୍, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍ରେ କ୍ୟାପିଟାଲ୍ ସିଟି କିଭ୍ ।
ୟୁକ୍ରେନ୍ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି ।
୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।
ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ୟୁକ୍ରେନ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଋଷ ସେନାର ଅମାନବୀୟ ଓ ନିଷ୍ଠୁରପଣକୁ ସ୍ପଷ୍ଟ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ ।
ଋଷ୍-ୟୁକ୍ରେନ୍ ଯୁଦ୍ଧ ପରିଣାମ କେବଳ ଯେ ନିରୀହ ଲୋକଙ୍କୁ ଭୋଗିବାକୁ ପଡିଛି ତାହା ନୁହେଁ, ବରଂ ପଶିପକ୍ଷୀମାନେ ବି ଏହାର ଶୀକାର ହେଉଛନ୍ତି। କ୍ରମାଗତ ଭାବେ ଗୁଳି ବିନିମୟରେ ପଶୁମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥାରେ ଅସୁବିଧା ଦେଖାଦେଇଛି।
ଜେଲେନସ୍କିଙ୍କ ବଡ଼ ବୟାନ। କହିଲେ, ୩୦ ବର୍ଷରେ ଭିତରେ ଋଷର ଯେତିକି କ୍ଷତି ହୋଇନଥିଲା ମାତ୍ର ୧୩ ଦିନ ମଧ୍ୟରେ ସେତିକି କ୍ଷତି ହେଲା...ଯଦି ଆଉ କିଛି ଦିନ ଯୁଦ୍ଧ ଚାଲେ....
ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍ । ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି ।
ଅସ୍ତ୍ରବିରତି ଲାଗୁ ସହରକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ସେ ନାଟୋରେ ଯୋଗ ଦେବାକୁ ଆଉ ଇଚ୍ଛୁକ ନୁହଁନ୍ତି ଏବଂ ଋଷିଆ ସ୍ୱାଧୀନ ଘୋଷଣା କରିଥିବା ଦୁଇ ପ୍ରଦେଶକୁ ନେଇ ସାଲିସ କରିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି ଇଙ୍ଗିତ ଦେଇଛନ୍ତି ।
ୟୁକ୍ରେନ୍ର ସୁମି ସହରରେ ଥିବା ଏକ ବିଲ୍ଡିଂ ଉପରେ ପ୍ରାୟ ୫ କ୍ୱିଣ୍ଟାଲ ଓଜନର ବୋମାମାଡ କରିଛି ରୁଷିଆ । ଏହି ବୋମା ମାଡ ଯୋଗୁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ସମ୍ପୃକ୍ତ ବିଲ୍ଡିଂ ।
ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନର ଏକାଧିକ ସହର । ମିଜାଇଲ ମାଡ଼ରେ ଭାଙ୍ଗି ମାଟିରେ ମିଶିଛି ଅଟ୍ଟାଳିକା । ସୁମି, ଖାରକିଭ୍, ମାରିଓପୋଲରେ ଏଭଳି ଅନେକ ଚିତ୍ର ଛାତିକୁ ଦୋହଲାଇ ଦେଇଛି ।
କାନ୍ଧାର ବିମାନ ଅପହରଣ। କାଠମାଣ୍ଡରୁ ଦିଲ୍ଲୀ ଆସିବା ପରିବର୍ତ୍ତେ ପହଞ୍ଚିଥିଲା ଆଫଗାନିସ୍ତାନରେ। କୁଖ୍ୟାତ ଆତଙ୍କୀଙ୍କୁ ଛଡ଼ାଇ ପାଇଁ ୧୭୦ ଯାତ୍ରୀଙ୍କୁ ଅପହରଣ କରିଥିଲେ ଆତଙ୍କୀ...ପରିଚୟ ଲୁଚାଇ ପାକିସ୍ତାନରେ ରହୁଥିବା ବେଳେ ବିଭତ୍ସ ହତ୍ୟାର ଶିକାର ହେଲା ଜାହିଦ୍? ଖବର ପ୍ରସାରଣ ଉପରେ ଲାଗିଲା ରୋକ୍
ଏହାରି ଭିତରେ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ କିଭ୍, ଖାରକିଭ୍, ସୁମି ଓ ଇର୍ପିନ ଭଳି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି ।
ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଲେ ଜେଲେନସ୍କି ।
ଏଭଳି ପଦକ୍ଷେପ ୟୁରୋପ ପାଇଁ ମୁଖାର୍ମୀ ହେବ ବୋଲି କହିଥିଲେ ଋଷ ଉପପ୍ରଧାନମନ୍ତ୍ରୀ।