କଥାଟା ଟିକେ ଅଡୁଆ ଲାଗୁଥିଲେ ବି ପ୍ରକୃତ କଥା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ। ପୂରା ଘଟଣା ଜାଣିଲେ କେଇ ମିନିଟରେ ଆପଣଙ୍କ ଆଖିରୁ ଝରି ପଡିବ ଦୁଇ ଟୋପା ଲୁହ। ଆମେ କହୁଛୁ, ଋଷ-ୟୁକ୍ରେନ୍ ଯୁଦ୍ଧର ସେହି ହୃଦୟ ବିଦାରକ କାହାଣୀ। ଯାହା ଦୁନିଆ ଆଖିରେ ଭରି ଦେଇଛି ଲୁହ...
Published: Rajalaxmi Sahoo
Last updated: 11 April 2022, 11:17 AM IST
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଟ୍ରମ୍ପ 2.0 ସରକାର ବିଶ୍ୱରେ ଚାଲିଥିବା ଯୁଦ୍ଧ ବନ୍ଦ, ଭୂ-ରାଜନୈତିକ ଅସ୍ଥିରତା ହ୍ରାସ ଓ ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବେ। ଏନେଇ ଷ୍ଟକବ୍ରୋକିଂ ଫାର୍ମ ପ୍ରଭୁଦାସ ଲିଲାଧର ଏକ ରିପୋର୍ଟରେ ସୂଚନା ଦେଇଛି । ଦୀର୍ଘ ଦିନର ସାମରିକ ଯୋଗଦାନ ଅପେକ୍ଷା ଟ୍ରମ୍ପଙ୍କ ବୈଦେଶିକ ନୀତି ବୁଝାମଣା ଉପରେ ଅଧିକ ଗୁରୁତ୍ୱ ଦେଇଛି।