ଏଠି ଗର୍ଭପାତ ବଟିକା ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି। ଗର୍ଭପାତ କରାଇବା ଉଦ୍ଦେଶ୍ୟରେ କୌଣସି ଔଷଧ ଲେଖିବା, ବିତରଣ କରିବା, ବିକ୍ରି କରିବା ବା ବ୍ୟବହାର କରିବା ବେଆଇନ ବୋଲି କୁହାଯାଇଛି।
ଜୋରଜବରଦସ୍ତି ଗର୍ଭନଷ୍ଟ କରିଦେଲେ ଶାଶୁଘର ଲୋକ । ପୋଲିସ୍ ସାମ୍ନାରେ ନିଜ ଦୁଃଖ ବଖାଣି କାନ୍ଦିଲେ ଅସହାୟ ମହିଳା ।