ମିସାଇଲ୍ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।
ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।
ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।
ନୂଆବର୍ଷ ଆସିବା ପରେ ପୁରୁଣା ବର୍ଷକୁ ସମସ୍ତେ ଭୁଲିଯିବେ । କିନ୍ତୁ ୨୦୨୨ରେ ହୋଇଥିବା କିଛି ଘଟଣା ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ।
ନଦୀରେ ଜଳ ସ୍ରୋତ ପ୍ରଖର ଥିବାରୁ ସମ୍ପୂର୍ଣ୍ଣ ନଦୀ ଜଳ ବରଫ ପାଲଟିବା ଅସମ୍ଭବ ।
ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।
ଚାରିଆଡ଼େ ଅନ୍ଧାର ହୋଇଥିବାରୁ ସେ ଭୟଭୀତ ହୋଇପଡ଼ିଥିଲେ।
ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍ରେ ଚହଳ ପକାଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।
ଏଭଳି କିଛି ଟ୍ୱିଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।
୨୦୨୩ରେ ବିଶ୍ୱ ଭୋଗିବ ଆର୍ଥିକ ମାନ୍ଦାବସ୍ଥା !
ବ୍ୟବସ୍ଥା ନାଚାର୍, ଝେଜିଆଙ୍ଗ ପ୍ରଦେଶରେ ଦୈନିକ ୧୦ ଲକ୍ଷ ସଂକ୍ରମଣ
ବରଫ ପାହାଡ଼ ତଳେ ଦେଶର ୬୦% । ପଶ୍ଚିମ ନ୍ୟୁୟର୍କର ବୁଫାଲୋ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ
ପାକିସ୍ତାନ ସ୍ଥିତି ସଙ୍ଗୀନ...୨୦ କିଲୋ ଅଟାକୁ ୨୫ ଶହ ଟଙ୍କାରେ କିଣୁଛନ୍ତି ଲୋକ...ଚିନ୍ତାରେ ପାକ୍ବାସୀ
ହଠାତ୍ ମାଇନସ୍ ୪୮ ତଳକୁ ଖସିଗଲା ତାପମାତ୍ରା.. ସତେ ଯେମିତି ହିମଯୁଗ.. ରକ୍ତ ଜମାଇ ଦେବାଭଳି ଶୀତର ପ୍ରକୋପ.. ଏ ହିମ ବିପତ୍ତିକୁ କହୁଛନ୍ତି ବମ୍ବ ସାଇକ୍ଲୋନ୍ ।
ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲସିୟସକୁ ଖସି ଆସିଛି
ଭୟଙ୍କର ବରଫ ଝଡ଼ କୋପରେ ଗଲାଣି ୨୦ ଜୀବନ।
ବିନା ବିଜୁଳିରେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ, ଏୟାରପୋର୍ଟରେ ଫସି ରହିଛନ୍ତି ହଜାର ହଜାର ଲୋକ
ପୋଲ ତଳେ ଘଷି ହୋଇ ଫାଟିଗଲା ଗ୍ୟାସ ଟ୍ୟାଙ୍କର(fuel tanker explosion) , ୧୦ ଜଣଙ୍କର ଜୀବନ ଚାଲିଗଲା ।
ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।
ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।
ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।