ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।
୪ ଫୁଟ୍ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ । ସେତେବେଳେ ତାଙ୍କ ଉଚ୍ଚତା ପାଇଁ ୧୭ ଥର ଇଣ୍ଟର୍ଭ୍ୟୁରେ ରିଜେକ୍ଟ ହୋଇଥିଲେ । କିନ୍ତୁ ଏବେ ବ ଣ୍ଟୁଛନ୍ତି ଚାକିରି...
ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍ରୁ କମ୍ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା । ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l
ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ ପୁଣି କୋଉ ମା’ର କୋଳ ହୋଇଗଲା ଖାଲି ।
ବାପାଙ୍କ ଛାତିରେ ମୁହଁ ମାଡି କାନ୍ଦୁଛି ସୁନା ଝିଅର । ଯାହାକୁ ବର୍ଣ୍ଣନା କରିବାକୁ ଆମ ପାଖେ ଶବ୍ଦର ଅଭାବ ।
ଆଶିମା... ନା ନା କେବଳ ଆଶିମା ନୁହେଁ... IAS ଆଶିମା । ନାଁ ଯେମିତି କ୍ୟାରିୟର ବି ସେମିତି । ଆରମ୍ଭରୁ ପାଠପଢ଼ାରେ ଟପ୍ପର ହୋଇଥିବା ଏ ଯୁବତୀଙ୍କ ପ୍ରଶଂସା ବଲିଉଡ୍ କରୁଛି । ଆଶିମାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ।
ବାପା ଜଣେ ବଡ଼ ଶିଳ୍ପପତି । କିନ୍ତୁ ପୁଅ ଆପଣାଇନେଲେ ଭିକ୍ଷୁକଙ୍କ ରାସ୍ତା । ତେବେ ଆସନ୍ତୁ ଜାଣିବା ସେମିତି ଏକ ବ୍ୟକ୍ତିଙ୍କର କାହାଣୀ...
ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।
କଥାରେ ଅଛି ରଖେ ହରି ତ ମାରେ କିଏ। ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ନୂଆ ଜୀବନ ପାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆଅଞ୍ଚଳରୁ। ଟ୍ରଲର ଲେଉଟିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁଉଦ୍ଧାର କରିଛି। ଆଉ ଇଏ ସେହି ଉଦ୍ଧାର ସମୟର ଦୃଶ୍ୟ। ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି।
କଥାରେ ଅଛି ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବେଳ ବହିରେ ଲେଖା କଥା । ଆଉ ଏହି ପକ୍ତିଂର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର ।
ଇଏ IPS ଅନୀଲ କୁମାର ରାଏ। ନା ସେ ୟୁପିଏସସି ପରୀକ୍ଷା ଦେଇଛନ୍ତି ନା ସେ ଆଇପିଏସ୍ ପାଇଛନ୍ତି। କିନ୍ତୁ ତଥାପି ସେ ଆଇପିଏସ୍ ଅଫିସର୍। ପିଲା ଦିନେ ପାଠପଢ଼ାରେ ଟିକିଏ ବି ମନ ନଥିଲା। ଫିଲ୍ମ ହଲ୍ରେ ଦିନ କଟୁଥିଲା। ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଏ କେମିତି ହେଲେ ଆଇପିଏସ୍ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଆସନ୍ତୁ ଜାଣିବା ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଅନିଲ ରାଏଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ।
କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।
ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।
ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।
ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ନବଦମ୍ପତି ।
ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।
ବୁଦାରେ ଫଳିଛି ପାଚିଲା ରସୁଆଳ ସପୁରୀ। କାଟିଆଣି ରାସ୍ତା ପାଖରେ ଗଦାଉଛନ୍ତି ଚାଷୀ। ଆଶା ଭଲ ଦରରେ ବିକ୍ରି ହେଲେ ପରିବାରର ଗୁଜୁରାଣ ମେଣ୍ଟିବ। ହେଲେ ସପୁରୀର ଅଭାବୀ ବିକ୍ରି ଚାଷୀ ମୁହଁରୁ ହଜାଇ ଦେଇଛି ହସ।
ମାଆ ସାଇଶରଣ ସାଇଶରଣ ଗୀତ ଗାଇ ଆଉଁସି ଦେଉଥିଲେ । ମୁଁ କାନ୍ଦୁଥିଲେ ଚୁପ ହୋଇ ଯାଉଥିଲି । ତେଣୁ ଏବେ ମଧ୍ୟ ତାଙ୍କ ପାଖରେ ଶୋଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଭାବପ୍ରବଣ ହୁଅନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଅସ୍ୱାଭାବିକ ଘଟଣା।"
ଏ ଅସହାୟ ଅଖି ଯେମିତି ଚାହିଁ ରହିଛି... ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଟିକିଏ ସାହାଯ୍ୟ ପାଇଁ... କତେବେଳେ ମୁଖ୍ୟମନ୍ତ୍ରୀ ଆସିବେ ଆଉ ମୋ କଥା ଶୁଣିବେ । ସେଇଥିପାଇଁ ତ ସୁଦୂର କନ୍ଧମାଳ ଜିଲ୍ଲା ରାଇକିଆରୁ ୩ ଦିନ ଧରି ଟ୍ରାଇସାଇକେଲ ଚଳାଇ ଆସିଛନ୍ତି ଦିବ୍ୟାଙ୍ଗ ପଦ୍ମଲୋଚନ ଦଳବେହେରା ।
ଇଏ ବି ଜୀବନ । ଦେଖିବାକୁ ଶକ୍ତି ନାହିଁ... ଆଖିକୁ ଜମା ବି ଦିଶୁନି, ଭିକ୍ଷାବୃତ୍ତି କରୁଛନ୍ତି ସତ, ହେଲେ ହାତ ପତାଇବା ଆଗରୁ ମନୋରଞ୍ଜନ କରି ଟଙ୍କା ମାଗୁଛନ୍ତି । ଜୀବନର ଦୀର୍ଘ ସମୟ କଟିଗଲାଣି । ଆଉ ବାକିତକ ରହିଛି କେଇଟା ବର୍ଷ ।
ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।
ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।