India Book of Records
ନିଜ ନାଁ ବି ଠିକ୍ରେ କହିପାରୁ ନ ଥିବା ଏ କୁନି ପୁଅଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛି। ଖନେଇ ଖନେଇ କଥା କହୁଛି। କିନ୍ତୁ ଯାହା କହୁଛି ଠିକଠାକ୍। ବୟସ ମାତ୍ର ୩ ବର୍ଷ ୬ ମାସ ହୋଇଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ କହିପାରୁଛି ୨୫ରୁ ଅଧିକ ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)