Advertisment

ଗରିବ ବାପାର ପଢ଼ୁଆ ପୁଅ, ବାପା ଦିନ ମଜୁରିଆ ପୁଅ ହେବ ଡାକ୍ତର

ଏ ଝାଟିମାଟି ନୂଆଣିଆ ଚାଳଛପର ଘରର ଏ ହେଉଛନ୍ତି ଉଜ୍ଜଳ ପ୍ରଦୀପ । ଆପଣ ୟାଙ୍କୁ ସୁନା ପୁଅ ବୋଲି ମଧ୍ୟ କହିପାରିବେ । ବାପା ସିନା ଗରିବ ଦିନ ମଜୁରିଆ... ହେଲେ ଏ ପୁଅ ଡାକ୍ତର ହେବ । ଆଖିରେ ଥିବା ଅସୁମାରୀ ସ୍ୱପ୍ନ ଆଜି ତାଙ୍କର ସତ ହେବାକୁଯାଉଛି । ଏ ଗରିବ ବାପା ମା’ଙ୍କ ପୁଅ ଏମ୍‌ବିଏସ୍‌ ପଢ଼ି ଡାକ୍ତି ହେବାକୁ ଯାଉଛି ।

author-image
Pallipuspa Samal
Special Story
Advertisment
Advertisment