• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

97 yr old do Yoga
ବୟସ କେବଳ ସଂଖ୍ୟା ମାତ୍ର;୯୭ ବୟସରେ ବି ନଇଁନି ଅଣ୍ଟା, ଏବେବି ବି ଫିଟ୍‌ ଆଉ ହେଲଦି

୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..

What are benefits of yoga according to science
ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରେ, ଏକାଗ୍ରତା ବଢାଏ

ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।

Facts about yoga day
ଜୁନ ୨୧କୁ କାହିଁକି ସ୍ଥିର କରାଗଲା ଆନ୍ତର୍ଜାତୀୟ ଯୋଗ ଦିବସ ?

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…

Who invented yoga mats know its history
ଯୋଗ ଦିବସରେ ଆସନ୍ତୁ ଜାଣିବା ଯୋଗ ମ୍ୟାଟ୍‌ର ଇତିହାସ

ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍‌କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।

Top 5 Indian yoga gurus have different identity in the world
ବିଦେଶରେ ଯୋଗକୁ ପହଞ୍ଚାଇବାରେ ୫ ଭାରତୀୟ ଗୁରୁଙ୍କ ଅବଦାନ

ଯୋଗ ଭାରତୀୟ ସଂସ୍କୃତିର ମୂଳଦୁଆ ହୋଇଥିଲେ ବି ଆଜି କେବଳ ଦେଶରେ ସୀମିତ ନାହିଁ। ଆଜି ଯୋଗ ବିଦେଶରେ ମଧ୍ୟ ପହଞ୍ଚି ପାରିଛି। କିନ୍ତୁ ଏହା ପଛରେ ରହିଛି ଅନେକ ଭାରତୀୟ ଯୋଗଗୁରୁଙ୍କ ଅବଦାନ। ଆସନ୍ତୁ ନଜର ପକେଇ ନେବା ଏହି ୫ ଯୋଗଗୁରୁଙ୍କ ଅବଦାନ ଉପରେ।

Bollywood Script Writer
ଓଜନ କମାଇବା ପାଇଁ ବଲିଉଡ୍‌ରୁ ବ୍ରହ୍ମପୁର, ୟୁଟ୍ୟୁବ୍‌ ଦେଖି ଆସିଛନ୍ତି ଭିପୁଲ କେ. ରାୱଲ

୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ ।

Benefits of surya namaskar
ଋତୁସ୍ରାବକୁ ସନ୍ତୁଳନ କରେ ସୂର୍ଯ୍ୟ ନମସ୍କାର

ଯୋଗ କରୁଥିବା ବ୍ୟକ୍ତି ସୂର୍ଯ୍ୟ ନମସ୍କାର ତ ନିଶ୍ଚିତ କରୁଥିବେ। କିନ୍ତୁ ଏହାର ଉପକାର ବିଷୟରେ ଜାଣିଛନ୍ତି କି? ଦେଖନ୍ତୁ…

Yoga asans for control sugar level
ବ୍ଲଡ୍‌ପ୍ରେସର୍‌କୁ ସନ୍ତୁଳନ କରିପାରିବ କି ଯୋଗାସନ; ପଢନ୍ତୁ

ମଧୁମେହ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ। କେଉଁ ଯୋଗ କରିବେ ଜାଣନ୍ତୁ…

Yoga asanas tips to take care first time
ପ୍ରଥମ ଥର ଯୋଗ କରୁଛନ୍ତି କି; ଜମା ବି କରନ୍ତୁ ନାହିଁ ଏହି ଭୁଲ୍

ଯଦି ଆପଣ ପ୍ରଥମ ଥର ପାଇଁ ଯୋଗ କରୁଛନ୍ତି ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିବା ପାଇଁ ପଢନ୍ତୁ।

Importance of child pose yoga
ଏହି ଯୋଗ କରନ୍ତୁ; ମସ୍ତିଷ୍କରେ ବୃଦ୍ଧି ପାଇବ ରକ୍ତ ସଞ୍ଚାଳନ

ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।

Mudras in yoga and meditation
ଯୋଗ ବିଜ୍ଞାନରେ ମୁଦ୍ରାର ଉପକାରିତା, ବହୁ ଶାରୀରିକ ସମସ୍ୟା ଦୂର କରେ

ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।

Doctor Doctor | All you need to know about Targeted Therapy
ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର....

କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି କି? ତେବେ ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର...

Mudras in yoga and meditation
ମୁଦ୍ରା ଭୟ ଦୂର କରେ, ଶାନ୍ତି ପ୍ରଦାନ କରେ ଓ ସୃଜନଶୀଳ ଚିନ୍ତାଧାରା ବୃଦ୍ଧି କରେ

ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।

Special story
ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା

Camel pose yoga benefits
ଉଷ୍ଟ୍ରାସନ ଛାତିକୁ ପ୍ରସାରିତ କରେ, ଜଙ୍ଗରୁ ଚର୍ବି ହଟାଏ

ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…

Yoga asanas for anger control
ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି; ଏହି ଯୋଗ କରି ମୁକ୍ତି ପାଇବେ

କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।

Lice Medicine Reaction
ଉକୁଣି ମରା ଔଷଧ ଲଗାଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ

dengue
ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Cancer Medicine
କ୍ୟାନସର ପାଇଁ ଆସିଲା ଔଷଧ

ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ

Cancer Medicine
ଚିିକିତ୍ସା ବିଜ୍ଞାନରେ ଚମତ୍କାର ! ଔଷଧ ଖାଇ କ୍ୟାନ୍‌ସର୍‌ରୁ ହେଲେ ମୁକ୍ତ

କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।

Halasana cure all stomach problem
ପେଟର ସମସ୍ତ ସମସ୍ୟାକୁ ଦୂର କରେ ହଳାସନ

ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।

Medicines
ଏବେ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବ ଔଷଧ, ସରକାର କରୁଛନ୍ତି ଯୋଜନା

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।

Yoga treatment for frozen shoulder
ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଛନ୍ତି କି, ଏହି ଯୋଗ କରନ୍ତୁ

ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…

Yoga asanas to improve physical balance
ଶାରୀରିକ ସନ୍ତୁଳନ ରକ୍ଷା କରିବାରେ ଅସୁବିଧା ହେଉଛି କି, କରନ୍ତୁ ଏହି ଯୋଗ

ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶାରୀରିକ ଅସନ୍ତୁଳିତ ଦେଖାଯାଏ। ଏହା ଲାଗି ରହିଲେ ଅନେକ ଅସୁବିଧା ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ କରିବା ଜରୁରୀ। ଜାଣନ୍ତୁ କି ଯୋଗ କରିବେ…

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।