ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ୱାସ୍ଥ୍ୟ ପ୍ରତି ବିପଦ। ଆପଣ ଯଦି ଅଣ୍ଡରୱେଟ୍ ଅଛନ୍ତି ଏବଂ ଓଜନ ବଢେଇବା ନେଇ ଅନେକ ଚେଷ୍ଟା କରି ବିଫଳ ହେଲେଣି, ତେବେ ଏହି ଟିପ୍ସକୁ ଅନୁସରଣ କରନ୍ତୁ। ନିଶ୍ଚିତ ଲାଭ ମିଳିବ।