ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ। କୋଭିଡ୍ରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଉପରେ RMRCର ଗବେଷଣାରୁ ନୂଆ ତଥ୍ୟ, ବିଶେଷଜ୍ଞ କହିଲେ ଲକ୍ଷଣ ସାମୟିକ।
Published: Chandan Shishu
Last updated: 04 September 2022, 11:48 PM IST
ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।