ଆଜିକାଲି ପ୍ରାୟ ସମସ୍ତେ କେଶ ଝଡିବା ସମସ୍ୟାରେ ପୀଡ଼ିତ। ଏହାକୁ ରୋକିବାକୁ ସମସ୍ତେ ବିଭିନ୍ନ ଉପାୟ ଅନୁସରଣ କରୁଥିଲେ ବି ସେମିତି ସଫଳତା ମିଳି ନଥିବା ଦେଖାଯାଏ। ଏ ଦିଗରେ ଯୋଗ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ଯୋଗାସନ ଅଭ୍ୟାସ କେଶ ଝଡିବା ସମସ୍ୟାକୁ ରୋକିବାରେ ସହାୟକ ହେବ।
ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…
ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।