ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।
ଯଦି ଜଣେ ମହିଳା ଗର୍ଭବତୀ ଥାଏ ତେବେ ଯୋଗ ମଧ୍ୟ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଏହି ସମୟରେ ନିହାତି କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
ଯୋଗ ଶରୀର ଓ ମନର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ୱାସ ଏବଂ ସାହସ ଜାଗ୍ରତ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କକୁ ଉତ୍ତମ ରୂପେ ପରିଚାଳନା କରିହୁଏ। ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହା ଅନେକ ରୋଗରୁ ମୁକ୍ତି ଦିଏ। ଫଳରେ ନିୟମିତ ଯୋଗ ଅଭ୍ୟାସକୁ ପରାମର୍ଶ ଦିଆଯାଏ। ଯୋଗର ମହତ୍ତ୍ୱକୁ ବୁଝି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି।
୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..
ପିଲା ଏବଂ କିଶୋରମାନେ ଯୋଗ ଅଭ୍ୟାସ କରିବା ଦ୍ୱାରା ସେମାନଙ୍କର ଭାବପ୍ରବଣ, ମାନସିକ, ଶାରୀରିକ ଏବଂ ଆଚରଣଗତ ସ୍ୱାସ୍ଥ୍ୟ ଅବସ୍ଥା ଦୃଢ ହୋଇଥାଏ। ଯୋଗ ପିଲାମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧିକରେ।
ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ଆଜି ଯୋଗରେ ହେବ ଲୀନ। ଆପଣ ଜାଣିଛନ୍ତି କି ଏହି ଦିନକୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା? ଆସନ୍ତୁ ଜାଣିବା…
ଆଜିର ଦିନରେ ପ୍ରାୟ ସମସ୍ତେ ଯୋଗ ମ୍ୟାଟ୍ ବ୍ୟବହାର କରୁଛନ୍ତି। ଯୋଗରେ ଏହି ମ୍ୟାଟ୍କୁ କେବେ ସାମିଲ୍ କରାଗଲା ତାହା ଜାଣିଛନ୍ତି କି? ଆସନ୍ତୁ ନଜର ପକେଇ ନେବା।
ଯୋଗ ଭାରତୀୟ ସଂସ୍କୃତିର ମୂଳଦୁଆ ହୋଇଥିଲେ ବି ଆଜି କେବଳ ଦେଶରେ ସୀମିତ ନାହିଁ। ଆଜି ଯୋଗ ବିଦେଶରେ ମଧ୍ୟ ପହଞ୍ଚି ପାରିଛି। କିନ୍ତୁ ଏହା ପଛରେ ରହିଛି ଅନେକ ଭାରତୀୟ ଯୋଗଗୁରୁଙ୍କ ଅବଦାନ। ଆସନ୍ତୁ ନଜର ପକେଇ ନେବା ଏହି ୫ ଯୋଗଗୁରୁଙ୍କ ଅବଦାନ ଉପରେ।
୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ ।
ଯୋଗ କରୁଥିବା ବ୍ୟକ୍ତି ସୂର୍ଯ୍ୟ ନମସ୍କାର ତ ନିଶ୍ଚିତ କରୁଥିବେ। କିନ୍ତୁ ଏହାର ଉପକାର ବିଷୟରେ ଜାଣିଛନ୍ତି କି? ଦେଖନ୍ତୁ…
ମଧୁମେହ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ। କେଉଁ ଯୋଗ କରିବେ ଜାଣନ୍ତୁ…
ଯଦି ଆପଣ ପ୍ରଥମ ଥର ପାଇଁ ଯୋଗ କରୁଛନ୍ତି ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିବା ପାଇଁ ପଢନ୍ତୁ।
ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।
ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।
କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି କି? ତେବେ ଟାର୍ଗେଟେଡ୍ ଥେରାପି କ’ଣ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର...
ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।
ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା
ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…
କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।
ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ
ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ
କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।
ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।
ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।