• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

 Polio virus was found in New York
୧୦ ବର୍ଷ ପରେ ପୁଣି ପୋଲିଓ ଭାଇରସ୍ ଚିହ୍ନଟ

ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।

Special story
କାଶୀପୁରରେ ହଇଜା ଆତଙ୍କ :  ମୋଟ ୧୦୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ  

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ

Vibrio Cholerae
ହଇଜା କବଳରେ କାଶୀପୁର ! ଶହେ ପାର୍ ଝାଡ଼ାବାନ୍ତି ସଂକ୍ରମିତଙ୍କ ସଂଖ୍ୟା, ଗଲାଣି ୭ ଜୀବନ

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।

Vibrio Cholerae
କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

how much time we should do yoga daily
ଦିନକୁ କେତେ ସମୟ ଯୋଗ କରିବା ଜରୁରୀ

ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…

Ayush ministry tips for yoga
ଆୟୁଷ ମନ୍ତ୍ରଣାଳୟ ଉପଦେଶ; ଯୋଗ ବେଳେ କ’ଣ କରିବେ କ’ଣ ନ କରିବେ

ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।

Diarrhoea Outbreak
ରାୟଗଡ଼ା କାଶୀପୁରରେ ପୁଣି ଘାରିଲାଣି ଡାଇରିଆ ଡର

ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।

Kidney Transplant
ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।

How vajrasana helpful and effective for back pain to digestion
ବଜ୍ରାସନ ହଜମ ପ୍ରକ୍ରିୟା ବଢାଏ, ମଧୁମେହକୁ ନିୟନ୍ତ୍ରଣ କରେ

ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।

How to take care Skin and hair in rainy season
ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

Know The Benefits And Uses Of Onion And Garlic Peels
ଭୁଲ୍‌ରେ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗନ୍ତୁ ନାହିଁ, ଏଥିରୁ ମିଳିଥାଏ ଏହିସବୁ ଫାଇଦା...

ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ। 

Dengue
ରିସର୍ଚ୍ଚରୁ ବଡ଼ ସଫଳତା ! ଡେଙ୍ଗୁ-ଚିକୁନଗୁନିଆକୁ ରୋକିବ ମଶା

ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।

Yoga asanas for face glow
ବିନା ଟଙ୍କା ଖର୍ଚ୍ଚ କରି ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତି କି; ଏମିତି କରନ୍ତୁ…

ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?

Yoga for heart health
ହୃଦଘାତରୁ ବି ବଞ୍ଚେଇ ଦେବ ଏହି ଯୋଗାସନ

ହୃଦ୍‌ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ।

Benefits of Rose water
ତ୍ୱଚାକୁ ସୁନ୍ଦର କରାଏ ଗୋଲାପ ଜଳ

ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ ।

Skin Infections On A Rainy Day
ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

Don't eat all these foods with yogurt
ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

Corona
ରାଜ୍ୟରେ ବଢ଼ୁଛି ସଂକ୍ରମଣ ! ସତର୍କ ରହିବାକୁ ପରାମର୍ଶ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।

Superfood Kinuaa, good for health
ଅନେକ ରୋଗରୁ ଦୂରେଇ ରଖୁଥିବା ଗୋଟିଏ ସୁପର୍‌ଫୁଡ୍ - କିନୁଆ

କେବେ ଖାଇଛନ୍ତି କି କିନୁଆ? ଅନେକ ଭାବୁଥିବେ ଯେ ଏ କିନୁଆଟା ଏମିତି କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯେ ସେଇଟା ଜାଣିବା ଦରକାର। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

Yoga asanas benefits for all ages
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ କରୁଥିବା ଭଳି ୩ ସହଜ ଯୋଗାସନ

ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନେଇ ଯୋଗାସନ ଏକ ଭଲ ଅଭ୍ୟାସ। ତେବେ ଆସନ୍ତୁ ୩ ସହଜ ଯୋଗାସନ ବିଷୟରେ ଜାଣିବା ଯାହାକୁ ସମସ୍ତେ କରି ପାରିବେ।

Yoga effects on digestive system
ପାଚନ ତନ୍ତ୍ରକୁ ସୁଧାରି ପାରିବ କି ଯୋଗାସନ? ପଢନ୍ତୁ…

ଆଜିର ଜୀବନଶୈଳିରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପାଚନଜନିତ ସମସ୍ୟା ସାଧାରଣ ହୋଇଯାଇଛି। କେଉଁ ସବୁ ଯୋଗ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…

Yoga for body strength
ଜିମ୍ ଭଳି ଯୋଗ ଦ୍ୱାରା ବଢେ କି ଶାରୀରିକ ଶକ୍ତି; ଦେଖନ୍ତୁ…

ଶରୀରକୁ ଶକ୍ତିଶାଳୀ କରିବାକୁ ସମସ୍ତେ ଜିମ୍‌କୁ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଯୋଗ ବି ଶରୀରକୁ ଶକ୍ତିଶାଳୀ କରିପାରେ। ଜାଣନ୍ତୁ କେଉଁ ଯୋଗ କରିବେ।

Yoga for boosting stamina
ଆପଣଙ୍କ ଶରୀରରେ କମ ଷ୍ଟାମିନା ଅଛି କି; କରନ୍ତୁ ଏହି ଯୋଗ

ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।