• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

How to reduce arthritis pain with jwar roti
Health Tips: ଏହି ଅଟାରେ ରୁଟି କରି ଖାଆନ୍ତୁ, ରହିବନି ଆର୍ଥ୍ରାଇଟିସ୍‌ ସମସ୍ୟା

ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ଆର୍ଥ୍ରାଇଟିସ୍ ସୃଷ୍ଟି କରେ, ଯେଉଁଥିରେ ରୋଗୀକୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ। କିନ୍ତୁ ଆମ ପାଖରେ ଏମିତି କିଛି ପ୍ରାକୃତିକ ଜିନିଷ ଅଛି ଯାହା ଆର୍ଥ୍ରାଇଟିସ୍‌ର ଯନ୍ତ୍ରଣାକୁ ହ୍ରାସ କରିପାରେ।

Millet works like a panacea in diabetes
Nutrients: ଡାଇବେଟିସ୍‌ରେ ରାମବାଣ ପରି କାମ କରେ ମିଲେଟ୍

ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।

amazing benefits of millet help to reduces risk of cancer
Health Tips: ମାଣ୍ଡିଆ ଦୂର କରୁଛି କର୍କଟ, ହୃଦ୍‌ରୋଗ, ମଧୁମେହ

ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍‌ଗୁଡିକରେ ମିଳୁଛି। ମାଣ୍ତିଆରେ ଏମିତି ଅନେକ କିଛି ଅଛି ଯାହା ମାନବର ପୋଷଣ ପାଇଁ ଜରୁରୀ। ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ।

AIIMS Bhubaneswar
ଉଦବେଗଜନକ ତଥ୍ୟ, ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ଶିଶୁ କର୍କଟ ରୋଗୀ

୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ

thyroid disorders in women how to control it
Health Tips: ସାଂଘାତିକ ହୋଇପାରେ ଥାଇରଏଡ୍ ସମସ୍ୟା, ଜାଣନ୍ତୁ କିପରି ମିଳିବ ମୁକ୍ତି...

ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ଥାଇରଏଡ୍ ସମସ୍ୟା ଏକ ସାଧାରଣ ହୋଇଗଲାଣି। ଏହା ଯେ କେତେ ସାଂଘାତିକ ତାହା କେବଳ ଜଣେ ପିଡୀତ ହିଁ କହିପାରେ। ତେବେ ଆସନ୍ତୁ ଜାଣିବା କେତେକ ସରଳ ଉପାୟ, ଯାହାକୁ ଆପଣେଇ ଆମେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା।

Health Tips how to reduce salt in daily food
Health Tips:ଅଧିକ ଲୁଣ ଖାଇଛନ୍ତି କି, ହୁସିଆର୍ ! ହୋଇପାରେ ସାଙ୍ଘାତିକ ସମସ୍ୟା

ଲୁଣକୁ ନେଇ ନିକଟରେ ICMR-NCDIR ଏକ ଅଧ୍ୟୟନ ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଅନୁଯାୟୀ, ଭାରତୀୟ ଲୋକମାନେ WHO ଦ୍ୱାରା ଠିକ କରାଯାଇଥିବା ପରିମାଣ ଅପେକ୍ଷା ଦୈନନ୍ଦିନ ଜୀବନରେ ଅଧିକ ଲୁଣ ଖାଉଛନ୍ତି, ଯାହା ସାଂଘାତିକ ହୋଇପାରେ।

Woman dies dengue
ଏଣିକି ବର୍ଷ ତମାମ ଲାଗି ରହିବ ଡେଙ୍ଗୁ ! କ୍ୟାପିଟାଲ ହସ୍ପିଟାଲରେ ଗଲା ଜଣଙ୍କ ଜୀବନ

ଡାକ୍ତର ଓ ଟ୍ରେନିଂ ନର୍ସଙ୍କ ଅବହେଳାରୁ ସନ୍ଧ୍ୟା ବେଳେ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

5 Benefits Of Peanut Oil
Benefits Of Peanut Oil: ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂର କରିବ ବାଦାମ ତେଲ; ଚୁଟି ବି ଝଡ଼ିବ ନାହିଁ

ଅଧିକାଂଶ ଘରେ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟରେ ବାଦାମ ତେଲ ବ୍ୟବହାର କରାଯାଇପାରିବ। ଏହି ତେଲରୁ ପ୍ରସ୍ତୁତ ଡିସ୍ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ଏବଂ ପେଟରେ ଜମା ହୋଇଥିବା ଚର୍ବି ମଧ୍ୟ ସହଜରେ କମିଯାଏ।

Jiggery tea boosts immunity and reduces weight
Health Tips: ପ୍ରତିଦିନ ପିଅନ୍ତୁ ଗୁଡ ଚା’, ଓଜନ କମିବ, ଥଣ୍ଡା ଦୂର ହେବ

ଆପଣ ପ୍ରତିଦିନ ସକାଳେ ଉଠିବା ପରେ କ୍ଷୀର ଚା’ ପିଉଥିବେ । ଏହାକୁ ମିଠା କରିବା ପାଇଁ ଆପଣ ଚିନି ମଧ୍ୟ ବ୍ୟବହାର କରୁଥିବେ, କିନ୍ତୁ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଚା’ରେ ଚିନି ବଦଳରେ ଗୁଡ ମିଶାଇବା ଆରମ୍ଭ କରନ୍ତୁ। ଏହାର କାରଣ ହେଉଛି ଚିନି ଅପେକ୍ଷା ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ।

pregnancy tips to conceive faster
Pregnancy Tips: ବାରମ୍ବାର ଚେଷ୍ଟା ପରେ ବି ହୋଇ ପାରୁନାହାନ୍ତି ମା’; ଜାଣନ୍ତୁ କାରଣ ଓ ନିରାକରଣ

ଗର୍ଭବତୀ ନହେବା କିମ୍ବା ଗର୍ଭଧାରଣ ନ କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଗତ ଦୁଇ ଦଶନ୍ଧି ଧରି ମହିଳାମାନଙ୍କଠାରେ ଏକ ବିଶେଷ ଧାରା ଦେଖାଯାଉଛି। ଚାପଗ୍ରସ୍ତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀରେ ରହୁଥିବା ମହିଳାମାନଙ୍କଠାରେ ଗର୍ଭଧାରଣ ନ କରିବା ପଛରେ ରକ୍ତରେ ଶର୍କରା ସ୍ତର ସବୁଠାରୁ ବଡ ସମସ୍ୟା ହୋଇପାରେ।

How to use bay leaf in daily diet with health benefits
Health Tips: ମଧୁମେହ ପାଇଁ ରାମବାଣ ପରି କାମ କରେ ତେଜପତ୍ର; ଜାଣନ୍ତୁ କିପରି ଖାଇବେ

ଖାଦ୍ୟକୁ ସୁସ୍ୱାଦୁ କରିବା ନେଇ ଲୋକେ ତେଜପତ୍ରର ବ୍ୟବହାର କରନ୍ତି। ଭାରତୀୟ ରୋଷେଇ ଘରେ ଶୁଖିଲା ତେଜପତ୍ର ଏକ ସାଧାରଣ ମସଲା। ଆପଣ ହୁଏତ ଖାଦ୍ୟକୁ ସୁସ୍ୱାଦୁ କରିବାରେ ତେଜପତ୍ର ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?

5 surprising foods to make bones strong
Health Tips: ଚିକେନ୍-ମଟନ୍ ନୁହେଁ, ଏହି ୫ ଜିନିଷ ହାଡକୁ କରିବ ଲୁହା ପରି ମଜବୁତ

ଆଜି ଆମେ ଆପଣଙ୍କୁ ଏପରି ୫ ଟି ଖାଦ୍ୟ ବିଷୟରେ କହିବୁ, ଯାହା ହାଡକୁ ମଜବୁତ କରିବାରେ ବହୁତ ସହାୟକ ହୋଇପାରେ। ଏହିସବୁ ଖାଦ୍ୟରୁ ଚିକେନ୍ ଏବଂ ମଟନ୍ ଅପେକ୍ଷା ଅଧିକ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିପାରିବ। ଏହି ସବୁ ଖାଦ୍ୟ ଆପଣଙ୍କ ହାଡକୁ ଲୁହା ପରି ମଜବୁତ କରିଦେବ।

Yoga practice very beneficial for fat loss
Health Tips: ମୋଟାପଣ କମେଇବାର ସରଳ ଉପାୟ; ଦିନସାରା ରହିବେ ଫୂର୍ତ୍ତି

ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।

Scrub Typhus
ରାଜ୍ୟରେ ହୁ ହୁ ମାଡୁଛି ସ୍କ୍ରବ୍ ଟାଇଫସ୍, ବରଗଡ଼ରେ ୬ ଜଣଙ୍କ ମୃତ୍ୟୁ !

କେନ୍ଦୁଝରରେ ସର୍ବାଧିକ ୬୨୭ ରୋଗୀ ଚିହ୍ନଟ । ଦୁଇ ଜିଲ୍ଲାକୁ ଗଲା ଜନସ୍ବାସ୍ଥ୍ୟ ବିଭାଗ ସ୍ପେଶାଲ ଟିମ୍ ।

  • Monday, 18 September 2023
 If you overeat biscuits cakes crisps increase risk of heart attack
Health Tips: ବିସ୍କୁଟ, କେକ୍ ଆଦି ଖାଉଥିଲେ ସାବଧାନ! ହୋଇପାରେ ହାର୍ଟ୍ ଆଟାକ୍; ଜାଣନ୍ତୁ କାରଣ

ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍‌କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍‌ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।

reduces cholesterol quickly in sitting at home
Health Tips: ଆପଣାନ୍ତୁ ଏହି କୌଶଳ, ଘରେ ବସି କମାନ୍ତୁ କୋଲେଷ୍ଟ୍ରଲ

ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।

Scrub Typhus
ମୁଣ୍ଡ ନେଉଛି ସ୍କ୍ରବ୍ ଟାଇଫସ ! ୧୬୨ ଜଣ ଆକ୍ରାନ୍ତ, ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ । ଜଣଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ CDMOଙ୍କ ସୂଚନା ।

  • Friday, 15 September 2023
Typhus
ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ

ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ । ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଥିବା ସୂଚନା ।

  • Wednesday, 13 September 2023
7 days weight loss tips know diet plan to get rid of obesity
Health Tips: ମାନନ୍ତୁ ୭ ଦିନିଆ ଏହି ଡାଏଟ୍ ପ୍ଲାନ୍, ହେଇଯିବ ମୋଟାପଣ ଗାଏବ...

ମୋଟାପଣ ପାଇଁ ଅନେକ କାରଣ ଦାୟୀ, କିନ୍ତୁ ସେସବୁ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି ଅଳସୁଆମୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ। ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍‌ଙ୍କୁ ଗ୍ରହଣ କରନ୍ତୁ ମାତ୍ର ୭ ଦିନରେ ଏହାର ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ଏହି ଡାଏଟ୍ ପ୍ଲାନ୍‌ କ’ଣ?

Types of blood cancers and tests that diagnose them
କାହିଁକି ହୁଏ ବ୍ଳଡ୍‌ କ୍ୟାନସର ? ଜାଣିନିଅନ୍ତୁ ଏହି ରୋଗର ଲକ୍ଷଣ…

ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...

How to detox or cleanse liver follow 7 natural tips
Health Tips: ଏହି ୭ଟି ଉପାୟରେ ଲିଭରକୁ କରନ୍ତୁ ସଫା; ଅନେକ ରୋଗରୁ ମିଳିବ ରକ୍ଷା

ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଠିକ୍ ରହିବା ଜରୁରୀ। ବେଳେବେଳେ ଖରାପ ଖାଦ୍ୟ ଅଭ୍ୟାସ ଏବଂ ଅତ୍ୟଧିକ ମଦ୍ୟପାନ ଲିଭର ପାଇଁ ବହୁତ କ୍ଷତି ହୋଇଥାଏ। ଏହାର ଉପଯୁକ୍ତ ଯତ୍ନ ନେବା ସହ ଏହାକୁ ସଫା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ ଜାଣିନେବା।

Odisha Politics
ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ, ହେଲେ ବାସ୍ତବ ସ୍ଥିତି ଅତ୍ୟନ୍ତ ଶୋଚନୀୟ

ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।

5 amazing foods to increase platelet count in few hours during dengue fever
National Nutrition Week 2023: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଜିନିଷ, ପାଖ ମାଡିବନି ଡେଙ୍ଗୁ...

ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ୍ ବଢାଯାଇପାରେ।

How to control diabetes in home remedies
National Nutrition Week 2023: ରୋଷେଇ ଘରର ଏହି ୪ଟି ଜିନିଷ ମଧୁମେହର ପରମ ଶତ୍ରୁ

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।

5 best pulses for heart health and energy
National Nutrition Week 2023: ହାର୍ଟଆଟାକ୍‌ରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ ଡାଲି

ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।